ଭୁବନେଶ୍ୱର,୩୧/୧୦/୨୦୧୯(ଓଡ଼ିଶା ସମାଚାର)- ବିପିୟୁଟି ଛାତ୍ର ସଂଗଠନର (ଏଓବିଏସଓ) ବୈଠକ ଉପପ୍ରତିଷ୍ଠାତା ରଶ୍ମୀରଞ୍ଜନ ଦାସଙ୍କ ନେତୃତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।ଏହି ବୈଠକରେ ଆଲୋଚନାରେ ବିପିୟୁଟି ଛାତ୍ର ସଂଘର (ଏଓବିଏସଓ) ନୀତି, ଆଦର୍ଶ, ନୈତିକତାର ଅଭାବ ମନେକରି ସମୂହ ଛାତ୍ରନେତା ଏହି ଛାତ୍ରସଂଗଠନରୁ ଇସ୍ତଫା ଦେବେବୋଲି ନିଷ୍ପତିି ହୋଇଥିଲା ।ଏହି ବୈଠକରେ ସଂଘର ମୁଖ୍ୟ ସଂଗଠକ ତଥା ପୂର୍ବତନ ସଭାପତି ଦୀପ୍ତେନ୍ଦୁ ଚୌଧୁରୀ, ସଭାପତି ରାଜେଶ କୁମାର ନାୟକ ଙ୍କ ସମେତ ଅନ୍ୟାନ୍ୟ ଛାତ୍ରନେତା ଉପସ୍ଥିତ ଥିଲେ ।
ଇସ୍ତଫା ଦେଇଥିବା ସମୂହ ଛାତ୍ର ନେତା ମାନେ ହେଉଛନ୍ତି ଉପପ୍ରତିଷ୍ଠାତା ତଥା ପୂର୍ବତନ ସଭାପତି ରଶ୍ମୀରଞ୍ଜନ ଦାସ , ମୁଖ୍ୟସଂଗଠକ ତଥା ପୂର୍ବତନ ସଭାପତି ଦୀପ୍ତେନ୍ଦୁ ଚୌଧୁରୀ, ସଂଗଠକ ଶକ୍ତି ପ୍ରସାଦ ରାଉତ , ସଭାପତି ରାଜେଶକୁମାର ନାୟକ , ସାଧାରଣ ସମ୍ପାଦକ ଦେବାଶିଷ ଦାଶ , ଉପ-ସଭାପତି ଅଶ୍ୱୀନି ପାଢୀ , ଉପ-ସଭାପତି ଆନନ୍ଦ ଚୈତନ୍ୟସାମଲ , ଉପ-ସଭାପତି କ୍ଷୀତିଶ ବାରିକ , ଉପ-ସଭାପତି ରାଜୀବଲୋଚନ ମହାନ୍ତି , ଉପ-ସଭାପତ ଶିଧାର୍ଥ ଦାସ. ଉପ-ସଭାପତି ପ୍ରଭାତ କୁମାର ମହାଲ , ଉପ-ସଭାପତି ଉତମ କୁମାର ପଣ୍ଡା. ଉପ-ସଭାପତି ଦୁର୍ଗା ପ୍ରସାଦ ନାୟକ , ଉପ-ସଭାପତି ସମୀର ପ୍ରଧାନ , ଉପ-ସଭାପତି ଜୋନାଲ କବି (ରାଜ୍ୟ ସଂଯୋଜକ) ,ସୁକନ୍ୟା ଆଚାର୍ଯ୍ୟ ,ସଞ୍ଜିବ କୁମାର ବେହେରା (ସାଧାରଣ ସମ୍ପାଦକ) ,ଅଙ୍କିତମହାପାତ୍ର (ସାଧାରଣ ସମ୍ପାଦକ) ଦେବଜ୍ୟୋତି ମିଶ୍ର ,ପ୍ରତିକ୍ ମହାନ୍ତି , ସୁଭେନ୍ଦୁବେହେରା , ସୁଧାଂସୁ ସାହୁ (ସମ୍ପାଦକ) ,ସ୍ନେହାଶିଷ୍ ଜେନା ,ଅମିତ୍ ଜେନା ,ଅନିଲ୍କୁମାରସ୍ୱାଇଁ ,ଜ୍ଞାନ ରଞ୍ଜନ ବାରିକ୍ , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରଭଞ୍ଜନ ସ୍ୱାଇଁ ,ଅନିତା ସାହୁ ,ସୁଜିତ ୍କୁମାର ବାରିକ , ସାସ୍ୱତି ଚକ୍ରବର୍ତୀ । ଓଡ଼ିଶା ସମାଚାର