Tuesday , October 26 2021
Breaking News
Home / ବିଶେଷ / କୁଳ ସମିତଙ୍ଗାରେ ମହାକାଳିଙ୍କ ପୂଜାଉତ୍ସବ

କୁଳ ସମିତଙ୍ଗାରେ ମହାକାଳିଙ୍କ ପୂଜାଉତ୍ସବ

ସାଲେପୁର, ୩୧/୧୦/୨୦୧୯ (ଓଡ଼ିଶା ସମାଚାର/ ଅଭୟ ଜେନା ) : କିଶନନଗର ଥାନା ଅର୍ନ୍ତଗତ ସୁଦ୍ଧଖଣ୍ଡ ପଂଚାୟତ କୁଳ ସମିତଙ୍ଗା ଗ୍ରାମର କମ୍ୟୁନିଟି ସେଂଟର ଠାରେ ମହାକାଳିଙ୍କର ପୂଜା ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପୂଜାର ଉଦଯାପନୀ ଦିବସରେ ପୂର୍ବତନ ବିଧାୟକ ପ୍ରକାଶଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ପୂଜା ଉତ୍ସବରେ ବହୁ ଆଧ୍ୟାତ୍ମିକ ବ୍ୟକ୍ତି ବିଶେଷ ଓ ଭକ୍ତ ବୃନ୍ଦ ଯୋଗଦେଇ ପୂଜା ଆରାଧନାରେ ଭାଗ ନେଇଥିଲେ । ଗତକାଲି ଯାକଜମକରେ ଭଷାଣୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *