Monday , September 25 2023
Breaking News
Home / ବିଶେଷ / ଉତ୍କଳ ସାମନ୍ତ ସମାଜର ଚିତ୍ରଗୁପ୍ତ ପୂଜା

ଉତ୍କଳ ସାମନ୍ତ ସମାଜର ଚିତ୍ରଗୁପ୍ତ ପୂଜା

କଟକ, ୩୧/୧୦/୨୦୧୯(ଓଡ଼ିଶା ସମାଚାର)- ଉତ୍କଳ ସାମନ୍ତ ସମାଜ ପକ୍ଷରୁ ଶ୍ରୀଶ୍ରୀ ଚିତ୍ରଗୁପ୍ତଙ୍କ ପୂଜାର୍ଚ୍ଚନା ଶ୍ରୀରାମଚନ୍ଦ୍ର ଭବନରେ ଅନୁଷ୍ଠିତ ହୋଇଯାଇଛି । ଅକ୍ଷୟ କୁମାର ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ଉତ୍ସବରେ ସାମନ୍ତକରଣ ସମାଜକୁ ଅଧିକ କ୍ରୀୟାଶୀଳ କରିବା ସହ ବିଭିନ୍ନ ପ୍ରକାର ଜନହିତକର କାର୍ଯ୍ୟକ୍ରମ ହାତକୁ ନେବା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା । ନଦୀୟା ବିହାରୀ ମହାନ୍ତି, ବରଦା ପ୍ରସନ୍ନ ପଟ୍ଟନାୟକ, ଇଂ.ଜ୍ୟୋତି ପ୍ରକାଶ ଦାସ, ଅମ୍ବିକା ପ୍ରସାଦ ଦାସ, ଆଡଭୋକେଟ୍ ସତ୍ୟବ୍ରତ ମହାନ୍ତି, ପାର୍ଥ ସାରଥି ମହାନ୍ତି, ସୌମେନ୍ଦ୍ର କୁମାର ଦାସ, ଲକ୍ଷ୍ମୀ ପ୍ରସାଦ ଦାସ, ଆଡଭୋକେଟ୍ ସଦୟଲକ୍ଷ୍ମୀ ପଟ୍ଟନାୟକ, ଦିଲ୍ଲୀପ କୁମାର ଦାସ, ଭୁବନାନନ୍ଦ ମହାନ୍ତି, ସୁମନ ମହାନ୍ତି, ଦୀପାୟନ ପଟ୍ଟନାୟକ, ଗୋକୁଳାନନ୍ଦ ପଟ୍ଟନାୟକ, ପ୍ରଭାତ ଚନ୍ଦ୍ର ମହାନ୍ତି, ରବୀନ୍ଦ୍ର ନାଥ ମହାନ୍ତି, ପିଆର୍ ମହାପାତ୍ର, ଲକ୍ଷ୍ମୀ ବିକାଶ ମହାପାତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *