Wednesday , January 26 2022
Breaking News
Home / ବିଶେଷ / ହର୍ବାଲାଇଫ୍ ନ୍ୟୁଟ୍ରିସନ୍ ଇଣ୍ଡିଆର ଫିଟ୍ ଫ୍ୟାମିଲ ଫେଷ୍ଟ କାର୍ଯ୍ୟକ୍ରମ

ହର୍ବାଲାଇଫ୍ ନ୍ୟୁଟ୍ରିସନ୍ ଇଣ୍ଡିଆର ଫିଟ୍ ଫ୍ୟାମିଲ ଫେଷ୍ଟ କାର୍ଯ୍ୟକ୍ରମ

ସାଲେପୁର,୩୦/୧୦/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା)-ହର୍ବାଲାଇଫ୍ ନ୍ୟୁଟ୍ରିସନ୍ ଇଣ୍ଡିଆ ପକ୍ଷରୁ ଜନସେବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମମାନ ଗ୍ରହଣ କରାଯାଉଛି । ନଭେମ୍ବରମାସ ୩ ତାରିଖରେ ଭୁବନେଶ୍ୱର ସ୍ଥିତ ରେଲୱେ ଷ୍ଟାଡ଼ିୟମ ପରିସରରେ ଏକ ବୃହତ୍ ଫିଟ୍ ଫ୍ୟାମିଲ ଫେଷ୍ଟ୍ ର ଏକ ମେଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି କାର୍ଯ୍ୟକ୍ରମରେ ସାଲେପୁର ଅଂଚଳରୁ ଶତାଧିକ ଜନସାଧାରଣ ଯୋଗଦେବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୩ ତାରିଖରେ ହେବାକୁ ଥିବା  କାର୍ଯ୍ୟକ୍ରମରେ ସାଇକେଲ ଚାଳନା ଓ ଦୈାଡ଼ ପ୍ରତିଯୋଗୀତା ଅନୁଷ୍ଠିତ ହେବା ସହିତ ଅନ୍ୟାନ୍ୟ ବହୁ କାର୍ଯ୍ୟକ୍ରମ ହେବ ବୋଲି ଆୟୋଜକମାନେ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ସିନିୟର ୱଲେନେସ୍ କୋଚ୍ ଅଞ୍ଜନ କୁମାର ପାତ୍ର, ଶ୍ରୀମତି ସୁସ୍ମିତା ପାତ୍ର, ବରିଷ୍ଠ ଆଇନଜୀବି ମିହିରକାନ୍ତ ମହାନ୍ତ, ପ୍ରକାଶ କୁମାର ଜେନାଙ୍କ ନେତୃତ୍ୱରେ ପ୍ରତିଯୋଗୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଓଡ଼ିଶା ସମାଚାର

About admin

Check Also

ଆଶ୍ବସ୍ତି ଫାଉଣ୍ଡେସନ ରେ ସାଧାରଣତନ୍ତ୍ର ଦିବସ ପାଳିତ

କଟକ, ୨୬/୧/୨୦୨୨ (ଓଡ଼ିଶା ସମାଚାର)- ଅଗ୍ରଣୀ ସାମାଜିକସଂଗଠ “ଆଶ୍ବସ୍ତି ଫାଉଣ୍ଡେସନ’ ଏବଂ ବୀଣାପାଣି ଶିଶୁମନ୍ଦିର, ମଙ୍ଗଳାବାଗ ମଲାସାହି ମିଳିତ ଆନୁକୂଲ୍ୟରେ …

Leave a Reply

Your email address will not be published. Required fields are marked *