Friday , September 29 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା – ଜଣେ ଅଟକ

ସଂକ୍ଷେପରେ ତାଜା ଖବର :ଗୁଣି ଗାରେଡ଼ି ସନ୍ଦେହରେ ମହିଳାଙ୍କୁ ହତ୍ୟା – ଜଣେ ଅଟକ

ନବରଙ୍ଗପୁର,୩୦/୧୦/୨୦୧୯(ଓଡ଼ିଶା ସମାଚାର)- ଗୁଣି ଗାରେଡ଼ି ସନ୍ଦେହରେ ଜଣେ ମହିଳାଙ୍କୁ ଦୁଇ ଭାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଅଟକ ଥିବାବେଳେ ଅନ୍ୟ ଜଣେ ଫେରାର ହୋଇଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ପାପଡ଼ାହାଣ୍ଡି ଅଂଚଳର କୁଜମାପଦର ଗାଁ ରେ ଏପରି ଅଭାବନୀୟ ଘଟଣା ଘଟିଛି । ତୁଳାବତୀ ସାନ୍ତା ନାମକ ଜଣେ ମହିଳାଙ୍କୁ ଦାନୁ ସାନ୍ତା ଓ ରାଧେ ସାନ୍ତା ନାମକ ଦୁଇ ଭାଇ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *