Tuesday , October 26 2021
Breaking News
Home / ତାଜା ଖବର / ମୋଷ୍ଟ ୱାନଟେଡ଼ ଖଣି ମାଫିଆ ମହମ୍ମଦ ତବରେଜ କୁ କୋଲକାତା ବିମାନ ବନ୍ଦରରୁ ଗିରଫ କଲା ଏସଟିଏଫ

ମୋଷ୍ଟ ୱାନଟେଡ଼ ଖଣି ମାଫିଆ ମହମ୍ମଦ ତବରେଜ କୁ କୋଲକାତା ବିମାନ ବନ୍ଦରରୁ ଗିରଫ କଲା ଏସଟିଏଫ

ଭୁବନେଶ୍ୱର,୨୯/୧୦/୨୦୧୯(ଓଡ଼ିଶା ସମାଚାର)- କ୍ରାଇମ ବ୍ରାଂଚର ଏସଟିଏଫ୍ ମୋଷ୍ଟ ୱାନଟେଡ଼ ଖଣି ମାଫିଆ ମହମ୍ମଦ ତବରେଜ କୁ କୋଲକାତା ବିମାନ ବନ୍ଦରରୁ ଗିରଫ କରିବାରେ ସଫଳ ହୋଇଛି । ନିଜ ପତ୍ନୀ ସହିତ ସେ ଥାଇଲାଣ୍ଡକୁ ଖସିଯିବାକୁ ଉଦ୍ୟମ କରିଥିଲା । ଜଗତସିଂହପୁର ଜିଲା ଅଧିନସ୍ଥ ତିର୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁରର ମହମ୍ମଦ ତବରେଜ ହଂସପାଳ ର ଏକ ଆପାର୍ଟମେଂଟ ରେ ରହୁଥିଲା । ଖୋର୍ଦ୍ଧାରେ ବେଆଇନ  ଖଣି କାରବାର ସମେତ ବହୁ ଅପରାଧରେ ସେ ସାମିଲ ଥିଲା । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *