Wednesday , October 4 2023
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ୧୮ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ

ସଂକ୍ଷେପରେ ତାଜା ଖବର : ୧୮ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ

କଟକ, ୨୯/୧୦/୨୦୧୯(ଓଡ଼ିଶା ସମାଚାର)- ଜଣେ ଯୁବକଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ । ମିଳିଥିବା ତାଜା ସୂଚନା ଅନୁସାରେ ସମ୍ପୃକ୍ତ ଯୁବକ କାଇମାଟିରୁ କଟକ ଯାଉଥିବାବେଳେ ଖୁଂଟୁଣୀ ଥାନା ଅନ୍ତର୍ଗତ ରାଧାକିଶୋରପୁର ବ୍ରିଜ ନିକଟରେ ଦୁର୍ବୃତମାନେ ତାଙ୍କ ଠାରୁ ୧୮ ଲକ୍ଷ ଟଙ୍କା ଲୁଟିନେଇଛନ୍ତି । ଖୁଂଟୁଣୀ ଥାନା ପୋଲିସ୍ ଘଟଣାର ଛାନଭିନ୍ ଆରମ୍ଭ କରିଛି । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *