Wednesday , October 27 2021
Breaking News
Home / ବିଶେଷ / ପଲ୍ଲିଶ୍ରୀ କନ୍ୟାଶ୍ରମରେ ଦୀପାବଳି

ପଲ୍ଲିଶ୍ରୀ କନ୍ୟାଶ୍ରମରେ ଦୀପାବଳି

ଗରଦପୁର,୨୯/୧୦/୨୦୧୯(ଓଡ଼ିଶା ସମାଚାର)- ଗରଦପୁର ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ପଲ୍ଲିଶ୍ରୀ ମହିଳା ସମିତିର କନ୍ୟାଶ୍ରମରେ ଦୀପାବଳି ଉତ୍ସବ ପାଳିତ ହୋଇଯାଇଛି । ଏଥିରେ ଡେରାବିଶ ବ୍ଲକଅଧ୍ୟକ୍ଷ ସରୋଜ କୁମାର ସାହୁ ଯୋଗଦେଇ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଂଟନ କରିବା ସହିତ ଦୀପାବଳି ପାଳନ କରିଥିଲେ । ପରେ ଅନ୍ତେବାସିନୀ ନୃତ୍ୟ ପରିବେଷଣ କରିଥିଲେ । ଗ୍ରାମୀଣ ଯୁବକ ସଂଘ, କାମେଶ୍ୱର ସେବା ଟ୍ରଷ୍ଟ ପକ୍ଷରୁ ଏବଂ ଲିଜା ବ୍ରହ୍ମଚାରୀ, ସୁଧୀର କୁମାର ଦାସ,ଅବିନାଶ ବ୍ରହ୍ମଚାରୀ, ଦୀପକ କୁମାର ବେହେରା, କାର୍ତିକ ଚନ୍ଦ୍ର ସାହୁ ପ୍ରମୁଖ ଅନ୍ତେବାସୀଙ୍କୁ ମିଷ୍ଟାନ୍ନ ବଂଟନ କରିଥିଲେ । ଓଡ଼ିଶା ସମାଚାର

About admin

Check Also

ଯୁବ ରେଡକ୍ରସର ସଙ୍କୁଳ ସ୍ତରୀୟ ଶିବିର ଉଦଘାଟିତ 

ବାଲିଗୁଡ଼ା,୨୬/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଆଦିବାସୀ ମହାବିଦ୍ୟାଳୟରେ କନ୍ଧମାଳ ଜିଲ୍ଲାର ଦ୍ଵିତୀୟ ଯୁବ ରେଡକ୍ରସ୍ …

Leave a Reply

Your email address will not be published. Required fields are marked *