Thursday , September 28 2023
Home / ବିଶେଷ / ଦୀପାବଳିରେ ଜିଲ୍ଲା ପୋଲିସ ପକ୍ଷରୁ ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଂଟନ

ଦୀପାବଳିରେ ଜିଲ୍ଲା ପୋଲିସ ପକ୍ଷରୁ ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କୁ ମିଷ୍ଟାନ୍ନ ବଂଟନ

କେନ୍ଦ୍ରାପଡା ୨୯/୧୦/୨୦୧୯(ଓଡ଼ିଶା ସମାଚାର)-ଦୀପାବଳି ଉପଲକ୍ଷେ ଜିଲ୍ଲା ପୋଲିସ  ପକ୍ଷରୁ କଜଳା ସ୍ଥିତ ମାନସିକ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କୁ ମିଷ୍ଟାନ୍ନ ବଂଟନ କରାଯାଇଛି । କଜଳାସ୍ଥିତ ମାନସିକ ଭିନ୍ନକ୍ଷମ ବିଦ୍ୟାଳୟ ପରିସରରେ ଆରକ୍ଷୀ ଅଧିକ୍ଷକ ନୀତି ଶେଖର, କେନ୍ଦ୍ରାପଡା ଏସଡିପିଓ  ରାଜୀବ ଲୋଚନ ପଣ୍ଡା, ଟାଉନ ଥାନା ଅଧିକାରୀ ଜ୍ୟୋତି ରଞ୍ଜନ ସାମନ୍ତରାୟ ପ୍ରମୁଖ ପହଁଚି ଦୀପାବଳିରେ  ମାନସିକ ଭିନ୍ନକ୍ଷମ ଛାତ୍ରୀଛାତ୍ରୀମାନଙ୍କୁ ମିଷ୍ଟାନ୍ନ ବଂଟନ କରିବା ସହିତ ସେମାନଙ୍କ ସହ ଭାବ ବିନିମୟ ଓ ଦୀପାବଳୀ ଉତ୍ସବ ପାଳନ କରିଥିଲେ ।          ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *