Sunday , October 17 2021
Breaking News
Home / ତାଜା ଖବର / ମଦୁଆ ଚାଳକଙ୍କୁ ଧରିଲା ପୁଲିସ

ମଦୁଆ ଚାଳକଙ୍କୁ ଧରିଲା ପୁଲିସ

ସୁନାବେଡ଼ା, ୨୫/୧୦/୨୦୧୯(ଓଡ଼ିଶା ସମାଚାର)- ରାତିରେ ପାଟ୍ରୋଲିଂ ସମୟରେ ସେମିଳିଗୁଡା ଥାନା ଆଇଆଇସି ଧୀରେନ ବେହେରାଙ୍କ ନେତୃତ୍ୱରେ ମଦ ପିଇ ଗାଡିଚାଳନା କରୁଥିବା ଛଅ ଜଣଙ୍କୁ ଗିରଫ କରାଯାଇଛି । ଦୁଇଟି ଚାରି ଚକିଆ ଗାଡି, ଚାରୋଟି ବାଇକ୍ ଜବତ ହୋଇଥିବା ଆଇଆଇସି ଧୀରେନ ବେହେରା ସୂଚନା ଦେଇଛନ୍ତି । ଯେଉଁମାନେ ବେପରୁଆ ଓ ମଦ ପିଇ ଗାଡିଚାଳନା କରୁଥିବେ ସେମାନଙ୍କୁ ଧରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *