Saturday , December 4 2021
Home / ବିଶେଷ / ସାଲେପୁରରେ ନୂତନ ବି.ଡି.ଓ ଓ ତହସିଲଦାରଙ୍କ ନିଯୁକ୍ତି ପାଇଁ ନିର୍ଦ୍ଧେଶନାମା ଜାରି

ସାଲେପୁରରେ ନୂତନ ବି.ଡି.ଓ ଓ ତହସିଲଦାରଙ୍କ ନିଯୁକ୍ତି ପାଇଁ ନିର୍ଦ୍ଧେଶନାମା ଜାରି

ସାଲେପୁର,୨୫/୧୦/୨୦୧୯(ଓଡ଼ିଶା ସମାଚାର/ ଅଭୟ ଜେନା): ସାଲେପୁର ବ୍ଲକ୍ ର ବି.ଡ଼ି.ଓ ଓ ତହସିଲଦାରଙ୍କର ଅଚାନକ ବଦଳି ନିର୍ଦ୍ଧେଶ ଆସିବା ପରେ ସେମାନଙ୍କ ସ୍ଥାନରେ ନୂତନ ବି.ଡ଼ି.ଓ ଙ୍କ ନିଯୁକ୍ତି ନିର୍ଦ୍ଧେଶ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପ୍ରକାଶ ପାଇଛି । ବିଭାଗୀୟ ଜଏଂଟ ସେକ୍ରେଟାରୀ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ ଚିଠି ନଂ ୩୨୭୨୧/୨୪.୧୦.୨୦୧୯ଅନୁଯାୟୀ ସାଲେପୁର ବି.ଡ଼ି.ଓ ଭାବେ ଦିବ୍ୟଜ୍ୟୋତି ସ୍ମୃତିରଂଜନ ଦେଓ ଙ୍କୁ ନିଯୁକ୍ତି ମିଳିଥିବା ବେଳେ ସାଲେପୁର ତହସିଲଦାର ଭାବେ ଅତିରିକ୍ତ ତହସିଲଦାରଙ୍କୁ ଦାୟୀତ୍ୱ ପ୍ରଦାନ କରାଯାଇଛି । ସାଲେପୁର ବି.ଡ଼ି.ଓ  କିଶୋର କୁମାର ପଣ୍ଡା ଓ ତହସିଲଦାର ପଦ୍ମଜା ଦାଶଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ସଡକ ଦୁର୍ଘଟଣାରେ ଯୁବକ ମୃତ

ଭୁବନ,୦୩/୧୨/୨୦୨୧(ଓଡ଼ିଶା ସମାଚାର)- ଭୁବନ ସହର ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥର ଅନନ୍ତପୁର ନିକଟରେ ଆଜି ମଧ୍ୟାହ୍ନରେ ଏକ  …

Leave a Reply

Your email address will not be published. Required fields are marked *