Friday , September 29 2023
Breaking News
Home / ଶିକ୍ଷା / ୧୦ ଟି ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଶୁକ୍ରବାର ଛୁଟି

୧୦ ଟି ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ି କେନ୍ଦ୍ର ଶୁକ୍ରବାର ଛୁଟି

ଭୁବନେଶ୍ୱର,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷାକୁ ଲକ୍ଷ କରି ଶୁକ୍ରବାର ୧୦ ଟି ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ି ବନ୍ଦ ରହିବ । ଉକ୍ତ ଜିଲାର ଜିଲାପାଳମାନେ ଶୁକ୍ରବାର ଏହି ୧୦ ଜିଲାର ସ୍କୁଲ ଓ ଅଙ୍ଗନୱାଡ଼ିକୁ ଉଚଟି ଘୋଷଣା କରିଛନ୍ତି । ଏହି ଜିଲା ଗୁଡ଼ିକ ହେଲା କେନ୍ଦ୍ରାପଡ଼ା, ଜଗତସିଂହପୁର, କେନ୍ଦୁଝର, ଗଂଜାମ, ପୁରୀ, ଖୋର୍ଦ୍ଧା, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ ଓ ଯାଜପୁର । କିନ୍ତୁ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସ୍କୁଲ ରେ ଉପସ୍ଥିତ ରହିବେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *