ଭୁବନେଶ୍ୱର,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ବିଧାନସଭାର ଶୀତ କାଳିନ ଅଧିବେଶନ ନଭେମ୍ବର ୧୩ ରୁ । ଏହି ଅଧିବେଶନ ନଭେମ୍ବର ୧୩ ରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୩୦ ଟି କାର୍ଯ୍ୟ ଦିବସ ରହିଛି । ତନ୍ମଧ୍ୟରୁ ୨୦ ଟି ସରକାରୀ କାର୍ଯ୍ୟ ଦିବସ । ଏହି ଅଧିବେଶନରେ ୨୦୧୯-୨୦ ବର୍ଷ ପାଇଁ ସପ୍ଲିମେଂଟାରୀ ବଜେଟ ଆସିବ । ଓଡ଼ିଶା ସମାଚାର