Friday , January 28 2022
Breaking News
Home / ବିଶେଷ / ଓଡ଼ିଶା ବିଧାନସଭାର ଶୀତକାଳିନ ଅଧିବେଶନ ନଭେମ୍ବର ୧୩ ରୁ ଆରମ୍ଭ

ଓଡ଼ିଶା ବିଧାନସଭାର ଶୀତକାଳିନ ଅଧିବେଶନ ନଭେମ୍ବର ୧୩ ରୁ ଆରମ୍ଭ

ଭୁବନେଶ୍ୱର,୨୪/୧୦/୨୦୧୯(ଓଡ଼ିଶା ସମାଚାର)- ଓଡ଼ିଶା ବିଧାନସଭାର ଶୀତ କାଳିନ ଅଧିବେଶନ ନଭେମ୍ବର ୧୩ ରୁ । ଏହି ଅଧିବେଶନ ନଭେମ୍ବର ୧୩ ରୁ ଆରମ୍ଭ ହୋଇ ଡ଼ିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏହି ଅଧିବେଶନରେ ମୋଟ ୩୦ ଟି କାର୍ଯ୍ୟ ଦିବସ ରହିଛି । ତନ୍ମଧ୍ୟରୁ ୨୦ ଟି ସରକାରୀ କାର୍ଯ୍ୟ ଦିବସ । ଏହି ଅଧିବେଶନରେ ୨୦୧୯-୨୦ ବର୍ଷ ପାଇଁ ସପ୍ଲିମେଂଟାରୀ ବଜେଟ ଆସିବ । ଓଡ଼ିଶା ସମାଚାର

About admin

Check Also

ଶିରିଡି ସାଇ ମନ୍ଦିରର ପଂଚମ ବାର୍ଷିକ ଉତ୍ସବରେ ମା’ମାନେ ଜଳାଭିଷେକ କଲେ

ରଘୁନାଥପୁର,୨୮/୧/୨୦୨୨ (ଓଡ଼ିଶା ସମାଚାର)- ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ତଅଁରା ପଂଚାୟତର ଶାଳିଜଙ୍ଗାଠାରେ ଥିବା ଶିରିଡି ସାଇ ମନ୍ଦିରର ପଂଚମ ବାର୍ଷିକ …

Leave a Reply

Your email address will not be published. Required fields are marked *