Tuesday , October 26 2021
Breaking News
Home / ବିଶେଷ / ରୋଟାରି କ୍ଲବ ପକ୍ଷରୁ ପ୍ଲାଷ୍ଟିକ୍ ସଚେତନତା

ରୋଟାରି କ୍ଲବ ପକ୍ଷରୁ ପ୍ଲାଷ୍ଟିକ୍ ସଚେତନତା

ଭୁବନେଶ୍ୱର,୨୨/୧୦/୨୦୧୯(ଓଡ଼ିଶା ସମାଚାର)-ରୋଟାରି ଇଂଟରନ୍ୟାସନାଲ ୩୨୬୨ ପକ୍ଷରୁ ରାଜଧାନୀରେ ପ୍ଲାଷ୍ଟିକ୍ ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଭୁବନେଶ୍ୱର ସମସ୍ତ ରୋଟାରି କ୍ଲବର ସଦସ୍ୟ ସମାଜସେବୀ ଯୋଗଦେଇ ପଲିଥିନ୍ ବର୍ଜନ ପାଇଁ ଶପଥ ନେବା ସହ ସଚେତନ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଏଥିରେ ସାଂସଦ ଅପରାଜୀତା ଷଡ଼ଙ୍ଗୀ, ବିଧାୟକ ସୁଶାନ୍ତ ରାଉତ, ସମାଜସେବୀ ଡ଼ ଜଗନ୍ନାଥ ମହାପାତ୍ର, କ୍ଷୁଦ୍ର ଶିଳ୍ପ ନୀଗମ ଅଧ୍ୟକ୍ଷ ଚିନ୍ମୟ ସାହୁ, ଜଗନ୍ନାଥ ପ୍ରଧାନ, ରୋଟାରି ଜିଲ୍ଲା ଗଭର୍ଣ୍ଣର ରୋଟାରିଆନ୍ ଦେବାଶିଷ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ । ଏହାକୁ ଆସିଷ୍ଟାଂଟ ଗଭର୍ଣ୍ଣର ଯଜ୍ଞାଶିଷ ମହାପାତ୍ର ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସାତଭାୟା ମନ୍ଦିର ପରିସରରେ ମିଶନଶକ୍ତି ଗୃହ ନିର୍ମାଣକୁ ମହିଳାଙ୍କ ବିରୋଧ

କେନ୍ଦ୍ରାପଡ଼ା, ୨୫/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ପଂଚାୟତର ପଂଚୁବରାହୀଙ୍କ ମନ୍ଦିର ପରିସରରେ ଜନଗହଳି ସ୍ଥାନରେ …

Leave a Reply

Your email address will not be published. Required fields are marked *