Sunday , October 17 2021
Breaking News
Home / ତାଜା ଖବର / କାଠଯୋଡ଼ି ନଦୀକୁ ଡ଼େଇଁ ଯୁବକ ନିଖୋଜ

କାଠଯୋଡ଼ି ନଦୀକୁ ଡ଼େଇଁ ଯୁବକ ନିଖୋଜ

କଟକ,୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଜଣେ ଯୁବକ ନିଜ ଗାଡ଼ି ଓ ମୋବାଇଲ ପୋଲ ଉପରେ ଛାଡ଼ି କାଠଯୋଡ଼ି ନଦୀକୁ ଡ଼େଇଁଛନ୍ତି । କାଠଯୋଡ଼ିର ତ୍ରିଶୁଳିଆ ଠାରେ ଜଣେ ଯୁବକ ଏଭଳି କାର୍ଯ୍ୟ କରିଛନ୍ତି । ସେ ଗାଡ଼କଣ ର ଦେବବ୍ରତ ମାଝୀ ବୋଲି ତାଙ୍କର ପରିଚୟ ମିଳିଛି । ବାରଙ୍ଗ ଥାନା ପୋଲିସ୍ ଓ ଅଗ୍ନୀଶମ ବିଭାଗ କର୍ମଚାରୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ସମ୍ପୃକ୍ତ ଯୁବକ କିଛି ଦିନ ହେବ ମାନସିକ ଚାପରେ ଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ଟାଟା ମ୍ୟାଜିକ କୁ ଧକ୍କାଦେଇ ବାଇକ ଆରୋହୀ ମୃତ

ବାଲିଗୁଡା,୧୫/୧୦/୨୧(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଟାଉନ ସୁନାପାଙ୍ଗା ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି …

Leave a Reply

Your email address will not be published. Required fields are marked *