Monday , June 27 2022
Breaking News
Home / ତାଜା ଖବର / ଅପରାଧୀଙ୍କ ସହିତ ଲିଙ୍କ ଅଭିଯୋଗରେ ହୋମଗାର୍ଡ଼ଙ୍କୁ ଗିରଫ କଲା ଏସଟିଏଫ୍

ଅପରାଧୀଙ୍କ ସହିତ ଲିଙ୍କ ଅଭିଯୋଗରେ ହୋମଗାର୍ଡ଼ଙ୍କୁ ଗିରଫ କଲା ଏସଟିଏଫ୍

ଖୋର୍ଦ୍ଧା୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଅପରାଧୀଙ୍କ ସହିତ ଲିଙ୍କ ଅଭିଯୋଗରେ ଜଣେ ହୋମ ଗାର୍ଡ଼ ଙ୍କୁ ଏସଟିଏଫ୍ ଗିରଫ କରିଛି । ଖୋର୍ଦ୍ଧା ଥାନାର ହୋମଗାର୍ଡ଼ ଚିତରଂଜନ ବଡ଼ଜେନା ଙ୍କୁ ଆଜି ଅପରାଧୀଙ୍କ ସହିତ ଲିଙ୍କ ଅଭିଯୋଗରେ ଏସଟିଏଫ୍ ଗିରଫ କରିଛି । ଜଗନ୍ନାଥଙ୍କ ଜମିରେ ବେଆଇନଭାବେ ଚଳାଉଥିବା ପଥର କ୍ୱାରୀ ର ଅପରାଧୀ ସହିତ ତାଙ୍କର ଲିଙ୍କ ଥିବା ଜଣାପଡ଼ିବା ପରେ ଆଜି ତାଙ୍କୁ ଏସଟିଏଫ୍ ଗିରଫ କରିଛି । ଓଡ଼ିଶା ସମାଚାର

About admin

Check Also

ପୁରୀରେ ଫୁଟିଲା ବୋମା , ଜଣେ ଆହତ

ପୁରୀ, ୨୪/୬/୨୦୨୨(ଓଡ଼ିଶା ସମାଚାର)- ପୁରୀ ରେ ବୋମାମାଡ଼ । ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଆଜି ରାତିରେ …

Leave a Reply

Your email address will not be published. Required fields are marked *