ଖୋର୍ଦ୍ଧା୨୨/୧୦/୨୦୧୯(ଓଡ଼ିଶା ସମାଚାର)- ଅପରାଧୀଙ୍କ ସହିତ ଲିଙ୍କ ଅଭିଯୋଗରେ ଜଣେ ହୋମ ଗାର୍ଡ଼ ଙ୍କୁ ଏସଟିଏଫ୍ ଗିରଫ କରିଛି । ଖୋର୍ଦ୍ଧା ଥାନାର ହୋମଗାର୍ଡ଼ ଚିତରଂଜନ ବଡ଼ଜେନା ଙ୍କୁ ଆଜି ଅପରାଧୀଙ୍କ ସହିତ ଲିଙ୍କ ଅଭିଯୋଗରେ ଏସଟିଏଫ୍ ଗିରଫ କରିଛି । ଜଗନ୍ନାଥଙ୍କ ଜମିରେ ବେଆଇନଭାବେ ଚଳାଉଥିବା ପଥର କ୍ୱାରୀ ର ଅପରାଧୀ ସହିତ ତାଙ୍କର ଲିଙ୍କ ଥିବା ଜଣାପଡ଼ିବା ପରେ ଆଜି ତାଙ୍କୁ ଏସଟିଏଫ୍ ଗିରଫ କରିଛି । ଓଡ଼ିଶା ସମାଚାର