Wednesday , October 5 2022
Home / ତାଜା ଖବର / ସଂକ୍ଷେପରେ ଖବର : ବିଚାରାଧିନ କଏଦୀର ମୃତ୍ୟୁ

ସଂକ୍ଷେପରେ ଖବର : ବିଚାରାଧିନ କଏଦୀର ମୃତ୍ୟୁ

ବୁର୍ଲା, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ବୁର୍ଲା ହସପିଟାଲରେ ଚିକିତ୍ସାଧିନ ଜଣେ ବିଚାରାଧିନ କଏଦୀର ମୃତ୍ୟୁ ହୋଇଛି । ମୃତ ବିଚାରାଧିନ କଏଦୀର ନାମ ପ୍ରକାଶ ସୁନା । ପ୍ରକାଶ ନାମରେ ୭ ଟି ମାମଲା ର ବିଚାର ଚାଲୁଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published.