Tuesday , October 19 2021
Breaking News
Home / ବିଶେଷ / ମହମ୍ମଦପୁରରେ  ଭତା ବଂଟନ ଉତ୍ସବ 

ମହମ୍ମଦପୁରରେ  ଭତା ବଂଟନ ଉତ୍ସବ 

ନିଶ୍ଚିନ୍ତକୋଇଲି,୨୦/୧୦/୨୦୧୯(ଇମିସ)- ନିଶ୍ଚିନ୍ତକୋଇଲି ବ୍ଲକ୍ ମହମ୍ମଦପୁର ପଂଚାୟତରେ ଭତା ବଂଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।  ସରପଂଚ ସରୋଜ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ୩୩ ଜଣ ନୂତନ ହିତାଧିକାରୀ ଙ୍କୁ ଭତା ପ୍ରଦାନ କରାଯାଇଥିଲା । ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ନରେନ୍ଦ୍ର କୁମାର ବାରିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି ହିତାଧିକାରୀଙ୍କୁ ୩ ମାସର ୧୫ ଶହ ଲେଖା ଭତା ପ୍ରଦାନ କରିଥିବାବେଳେ ନିର୍ବାହୀ ଅଧିକାରୀ ସୌମେନ୍ଦ୍ର ଜେନା , ସମିତି ସଭ୍ୟା ଶୋଭା ମଂଜରୀ ବେହେରା, କୃଷକ ସାଥି ଚିତରଂଜନ ମହାନ୍ତି , ନକୁଳ ବେହେରା, କିଶୋର କୁମାର ସାହୁ , ରଂଜନ କୁମାର ବେହେରା, ସେକ ଅବଦୁଲ ସୋଫିଆନ , ଶିଶିର କୁମାର ରାଉତ, ହିମାଂଶୁ ସେଠୀ ଙ୍କ ସମେତ ପଂଚାୟତର ସମସ୍ତ ୱାର୍ଡ଼ ସଭ୍ୟ ସଭ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ସମାଜସେବୀ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ସଭା

କେନ୍ଦ୍ରାପଡ଼ା, ୧୯/୧୦/୨୦୨୧(ଓଡ଼ିଶା ସମାଚାର)- କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ପଂଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷ ସମାଜସେବୀ ସ୍ୱର୍ଗତ ବଟକୃଷ୍ଣ ପ୍ରଧାନଙ୍କ ପ୍ରଥମ …

Leave a Reply

Your email address will not be published. Required fields are marked *