Wednesday , October 20 2021
Breaking News
Home / ଶିକ୍ଷା / ପୋଷାକ ବିତରଣ ଉତ୍ସବ 

ପୋଷାକ ବିତରଣ ଉତ୍ସବ 

ଗରଦପୁର, ୨୦/୧୦/୨୦୧୯(ଓଡ଼ିଶା ସମାଚାର)- ପଳସୁଧା ପଂଚାୟତ ଅନ୍ତର୍ଗତ ରାଏସର ଖରିସାଣ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି । ଏହି ପୋଷାକ ବିତରଣ ଉତ୍ସବରେ ୬ଷ୍ଠ ରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ୧୫୬ ଜଣ ବାଳକ ଓ ବାଳିକା ଛାତ୍ର ଛାତ୍ରୀଙ୍କୁ ୨ ହଳ ପୋଷାକ ଓ ୧ହଳ ଯୋତା ବଂଟନ କରାଯାଇଥିଲା । ଏହି ପୋଷାକ ବିତରଣ ଉତ୍ସବରେ ସ୍ଥାନୀୟ ପଳସୁଧା ପଂଚାୟତ ର ସରପଂଚ  ଅନୁଜ କୁମାର ମହାନ୍ତି , ବିଦ୍ୟାଳୟର ସଭାପତି ସୁଧାଂଶୁ ଶେଖର ମହାନ୍ତି ,ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୁରୁପ୍ରସାଦ ପରିଜା , ଶିକ୍ଷକ ଓ ଶିକ୍ଷୟିତ୍ରୀ ସେକ୍ ମହମ୍ମଦ ସକିର ଅହମ୍ମଦ,ସୋହେଲ ଅଜିଜ, ସୁଶାନ୍ତ କୁମାର ଦାସ,ନଗେନ୍ଦ୍ର ବେହେରା,ଅମି୍ରତା ମହାପାତ୍ର,ରଶ୍ମିରେଖା ଦାସ,ସ୍ମିତା ସ୍ୱାଇଁ,କୁନୁଶ୍ରୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଆସିଲା ଗାଇଡଲାଇନ୍,୨୧ରୁ ଆରମ୍ଭ ହେବ ଏକାଦଶ ଶ୍ରେଣୀ ପାଠପଢ଼ା

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶ ଶ୍ରେଣୀ ଖୋଲିବା ପାଇଁ ଗାଇଡଲାଇନ୍ ଆସିଛି । ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗାଇଡଲାଇନ୍ …

Leave a Reply

Your email address will not be published. Required fields are marked *