Wednesday , January 19 2022
Breaking News
Home / ବିଶେଷ / ରାଷ୍ଟ୍ରପତି ଙ୍କୁ ଭେଟିଲେ ଛାତ୍ର ନେତା ସୁଦୀପ୍ତ ପ୍ରକାଶ ପୃଷ୍ଟି

ରାଷ୍ଟ୍ରପତି ଙ୍କୁ ଭେଟିଲେ ଛାତ୍ର ନେତା ସୁଦୀପ୍ତ ପ୍ରକାଶ ପୃଷ୍ଟି

ଭୁବନେଶ୍ୱର,୧୯/୧୦/୨୦୧୯(ଓଡ଼ିଶା ସମାଚାର)- ଆମ ଦେଶ ର ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଦୁଇ ଦିନିଆ ଓଡିଶା ଗ୍ରସ୍ତ ରେ ଥିବା ସମୟରେ  ବିଜୁ ଛାତ୍ର ଜନତା ଦଳ ର  ଭୁବନେଶ୍ୱର ଜୋନ୍ ସାଧାରଣ ସମ୍ପାଦକ ସୁଦୀପ୍ତ ପ୍ରକାଶ ପୃଷ୍ଟି ରାଜ ଭବନ ରେ ରାଷ୍ଟ୍ରପତି ଙ୍କୁ ସାକ୍ଷାତ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରିଛନ୍ତି । ରାଷ୍ଟ୍ରପତି ଙ୍କୁ ସାକ୍ଷାତ କରିବା ସମୟ ରେ ଓଡିଶା ଛାତ୍ର ସମାଜ ରେ କେନ୍ଦ୍ର ସରକାରଙ୍କ ଅବହେଳା ହେତୁ ଯେଉଁ ସମସ୍ୟା ଉପୁଜିଛି ତା ଉପରେ ରାଷ୍ଟ୍ରପତି ଙ୍କୁ ଅବଗତ କରାଇଛନ୍ତି। ମାନ୍ୟବର ରାଷ୍ଟ୍ରପତି ଏହି ସମସ୍ୟା ର ନିଶ୍ଚିତ ସମାଧାନ କରିବେ ବୋଲି ପ୍ରତିଶୃତି ମଧ୍ୟ ଦେଇଛନ୍ତି । ଏହି ସମୟ ରେ ଛାତ୍ର ନେତା ସାହିଲ୍ ହରିଚନ୍ଦନ, ଶୁଭାଶିଷ ପ୍ରଧାନ, ସମ୍ବିତ୍ ସ୍ୱାଇଁ,ଦେବାଶିଷ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଓଡ଼ିଶା ସମାଚାର

About admin

Check Also

ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଦ୍ୱିତୀୟ ଦିନରେ ୭୯୨ ପ୍ରାର୍ଥୀପତ୍ର ଦାଖଲ

କେନ୍ଦ୍ରାପଡା, ୧୮/୧/୨୦୨୨ (ଓଡ଼ିଶା ସମାଚାର)- ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲର ଦ୍ୱିତୀୟ ଦିବସରେ ମଙ୍ଗଳବାର କେନ୍ଦ୍ରାପଡା ଜିଲ୍ଲାର …

Leave a Reply

Your email address will not be published. Required fields are marked *