Sunday , October 1 2023
Home / ବିଶେଷ / ମମତାଜ୍ ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍ ପକ୍ଷରୁ ଭାରିଯାନ ଗାଡିଚାଳକଙ୍କ ପାଇଁ ବିପଦମୁକ୍ତ ଡ୍ରାଇଭିଂ ଶିବିର

ମମତାଜ୍ ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍ ପକ୍ଷରୁ ଭାରିଯାନ ଗାଡିଚାଳକଙ୍କ ପାଇଁ ବିପଦମୁକ୍ତ ଡ୍ରାଇଭିଂ ଶିବିର

ଭୁବନେଶ୍ୱର,୧୫/୧୦/୨୦୧୯ (ଓଡ଼ିଶା ସମାଚାର)- ଭୂବନେଶ୍ୱରସ୍ଥ ମମତାଜ୍ ଡ୍ରାଇଭିଂ ଟ୍ରେନିଂ ସ୍କୁଲ୍ ପକ୍ଷରୁ  ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍, ରିଲିଆନ୍ସ ଇଣ୍ଡଷ୍ଟ୍ରିଜ୍ ଏବଂ ବିପିସିଏଲ୍ ର କର୍ମଚାରୀ ଓ ଡ୍ରାଇଭର(ଭାରିଯାନ ଚାଳକ) ମିଳିତ ସହଯୋଗରେ ଭାରିଯାନ ଗାଡଚିାଳକଙ୍କ ପାଇଁ ଏକ ତିନିଦିନିଆ ବିପଦମୁକ୍ତ ଡ୍ରାଇଭିଂ ଶିବିର ବିଜୁ ପଟ୍ଟନାୟକ ଏୟାରପୋର୍ଟ ପାଖରେ ଥିବା ଇଣ୍ଡିଆନ୍ ଅଏଲ୍ କର୍ପୋରେସନ୍ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶବିରିରେ ଫାଷ୍ଟ ଏଡ ର ପ୍ରଶିକ୍ଷକ ଡକର୍ଟ ଦଲିୀ୍ଲପ ମିଶ୍ର  ପ୍ରାଥମିକ ଚିକିତ୍ସା ଉପରେ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ମମତାଜ୍ ଡ୍ରାଇଭିଂ ସ୍କୁଲ୍ ର ପ୍ରଶିକ୍ଷକ ଏସ.୍କେ. ତବାରକ ଅଲୀ୍ଲ ଡିଫେନସିପ ଡା୍ରଇଭିଂ ଉପରେ ପ୍ରଶିକ୍ଷଣ ଦେଇଥେôଲ । ଏହି ଅବସରରେ ଶ୍ରୀ ଅଲୀ୍ଲ ୫ଟି ବିଷୟ ଉପରେ ଗାଡିଚାଳକମାନେ ବିଶେଷ ଗୁରୁତ୍ୱ ଓ ଧ୍ୟାନ ଦେବାକୁ କହିଥିଲେ । ସେଗୁଡିକ ହେଲା ଦାୟିତ୍ୱବୋଧ, ଏକାଗ୍ରତା, ପୂର୍ବାନୁମାନ, ଧୈର୍ଯ୍ୟ ଓ ଆତ୍ମବିଶ୍ୱାସ । ଏଥିସହ ଚାଳକମାନେ କିଭଳି ଗାଡିଚାଳନା କରିପାରିବେ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ । ଦୀର୍ଘଦିନର ଅଭିଜ୍ଞତାରୁ ଶ୍ରୀ ଅଲ୍ଲୀ ସୁରକ୍ଷିତ ଗାଡିଚାଳନା ଏବଂ ତେଲ କିପରି ବଂଚାଯାଇପାରିବ ସେ ସମ୍ପର୍କରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ । ଉଦଯାପନୀ ଦିବସରେ ଭୁବନେଶ୍ୱର ଅତିରିକ୍ତ ଆରଟିଓ ତଥା ଏମଭିଆଇ ଉପାଦେୟ ବକ୍ତବ୍ୟ ପ୍ରଦାନ କରିବା ସହ ଗାଡିଚାଳକମାନଙ୍କୁ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ଏହି ଶିବିରରେ ୫୦ ରୁ ୬୦ଜଣ ଗାଡିଚାଳକ, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଶୁଭେଚ୍ଛୁମାନେ ଯୋଗଦାନ କରଥିେôଲ । ରିଲିଆନ୍ସ ଆଭିଏସନ୍ ପକ୍ଷରୁ ଦିଲ୍ଲୀପ କୁମାର ମହାପାତ,୍ରଷ୍ଟେସନ ୍ମ୍ୟାନେଜର ,ରିଲିଆନ୍ସ ଆଭିଏସନ୍, ବିପିସିଏଲ୍,ଭୂବନେଶ୍ୱର ଓ ଇଣ୍ଡିଆ ଅଏଲ କର୍ପୋରେସନ ୍ଲମିେିଟଡ ପକ୍ଷରୁ ନିରଜ କାୟସ୍ତି, ଡିଜିଏମ୍ ପ୍ରଶିକ୍ଷକମାନଙ୍କୁ ଉପଢୌଙ୍କନ ପଦ୍ରାନ କରଥିେôଲ । ଏଠାରେ ସଚୂନାଯୋଗ୍ୟ ଯେ, ଭୁବନେଶ୍ୱର ଆଂଚଳକି ପରବିହନ ସହ ଅଧିକାରୀ ତଥା ଏମଭିଆଇ ଶୀ୍ର ମୀନା ସିଂ ଏହି ଶିବିରରେ ଯୋଗଦାନ କରିଥିବା ଡା୍ରଇଭରମାନଙ୍କ ଲାଇସେନ୍ସ୍ କଭିଳି ରଦ୍ଧ ହୁଏ ସେ ସମ୍ପର୍କେର ସୂଚନା ପ୍ରଦାନ କରିବା ସହ ସାର୍ଟିଫିକେଟ୍ ପ୍ରଦାନ କରିଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *