Saturday , October 16 2021
Breaking News
Home / ବିଶେଷ / କେନ୍ଦ୍ରାପଡା ବିଧାୟକଙ୍କ ଚଉଦକୁଲାଟ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ

କେନ୍ଦ୍ରାପଡା ବିଧାୟକଙ୍କ ଚଉଦକୁଲାଟ ଗଜଲକ୍ଷ୍ମୀ ପୂଜା ମଣ୍ଡପ ପରିଦର୍ଶନ

କେନ୍ଦ୍ରାପଡା୧୫/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ମଙ୍ଗଳବାର ସନ୍ଧ୍ୟାରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଗାଙ୍ଗପଡା ଓ ଚନ୍ଦନପୁର ଗ୍ରାମପଂଚାୟତର ଚଉଦକୁଲାଟ,ଗୋଗୁଆ ପ୍ରଭୃତି ସ୍ଥାନରେ ମା’ଗଜଲକ୍ଷ୍ମୀଙ୍କ ୧୦ଟି ପୂଜା ମଣ୍ଡପ ପରିଦର୍ଶନ କରିବା ସହିତ ମା’ଲକ୍ଷ୍ମୀଙ୍କ ଆର୍ଶିର୍ବାଦ  ଭିକ୍ଷା କରିଛନ୍ତି । ବିଧାୟକ ଶ୍ରୀ ବେହେରାଙ୍କ ସହିତ ଜିଲ୍ଲାପାରିଷଦ ସଭାପତି ମାନସ କୁମାର ପରିଡା, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଯୁବନେତା ପ୍ରମୋଦ ପ୍ରଧାନ, ରାଜେଶ ପଣ୍ଡା, ପ୍ରଦୀପ ସାହୁ, ସନ୍ତୋଷ ବେହେରା, ସିରାଜ ଖାଁ, ଶରତ ସାମଲ, ମନୋଜ ପାତ୍ର, ଅଭିରାମ ସେଠୀ, ମନୋଜ ପାତ୍ର,ନୁର ଖାଁ,ରମେଶ ସାହୁ,ହଳଧର ସାହୁ,ଶିବ ପ୍ରସାଦ ଭୋଲ,କିଶୋର ମିଶ୍ର,ପଟ୍ଟାମୁଣ୍ଡାଇ ବ୍ଲକ ଉପାଧ୍ୟକ୍ଷ ଶୁସାନ୍ତ ଦାସ, ଶକ୍ତିକାନ୍ତ ପାତ୍ର, ନିରଞ୍ଜନ ବାରିକ ,ମାନସ ସେଠୀ, ତରଡିପାଳ ସରପଂଚ ପ୍ରିୟଦର୍ଶିନୀ ତରାଇ, ଜାନକି ବିଶ୍ୱାଳ ,ସରୋଜକାନ୍ତ ଦାସ, କେଶପୁର ସରପଂଚ ପୂଣ୍ଣେନ୍ଦୁ ପ୍ରେମାନନ୍ଦ ଘଡାଇ, ଶ୍ରୀକାନ୍ତ ଦାସ, ମୋହନ ଆଚାର୍ଯ୍ୟ ପ୍ରମୁଖ ଶତାଧିକ ତ୍ରୀସ୍ତରୀୟ ପଂଚାୟତିରାଜ ପ୍ରତିନିଧି ଓ ଦଳୀୟକର୍ମୀମାନେ  ଉପସ୍ଥିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ସଖୀବଟରେ ପତ୍ରିକା ‘ଅନ୍ତରୀକ୍ଷ’ର ଲୋକାର୍ପଣ ଉତ୍ସବ

କେନ୍ଦ୍ରାପଡ଼ା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ସ୍ଥାନୀୟ ସଖୀବଟ ସଭା ଗୃହରେ କଳା, ସାହିତ୍ୟ, ସଂସ୍କୃତି, ସେବା …

Leave a Reply

Your email address will not be published. Required fields are marked *