Tuesday , October 4 2022
Home / ବିଶେଷ / ୪ ଆଇଏଫଏସ୍ ଙ୍କୁ ପଦୋନ୍ନତି

୪ ଆଇଏଫଏସ୍ ଙ୍କୁ ପଦୋନ୍ନତି

ଭୁବନେଶ୍ୱର,୧୪/୧୦/୨୦୧୯ ( ଓଡ଼ିଶା ସମାଚାର)- ରାଜ୍ୟ ସରକାର ୪ ଜଣ ଆଇଏଫଏସ୍ ଅଫିସରଙ୍କୁ ପଦନ୍ନୋତି ଦେଇଛନ୍ତି । ଏମାନଙ୍କୁ ଅତିରିକ୍ତ ପିସିସିଏଫ ପଦବୀକୁ ପଦୋନ୍ନତି କରାଯାଇଛି । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ୪ ଆଇଏଫଏସ୍ ଅଧିକାରୀ ହେଲେ ୧୯୮୯ ବ୍ୟାଚ୍ ର ସୁଶାନ୍ତ ନନ୍ଦ ଓ ଓମ ପ୍ରକାଶ ସିଂହ , ୧୯୯୦ ବ୍ୟାଚ୍ ର ସୁରେଶ ପନ୍ଥ ଏବଂ ୧୯୯୧ ବ୍ୟାଚର ଲିଙ୍ଗରାଜ ଓତା । ଓଡ଼ିଶା ସମାଚାର

Leave a Reply

Your email address will not be published.