Monday , December 6 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଏନକାଉଂଟରରେ ଆହତ ଜିତୁର ଗାର୍ଲ ଫ୍ରେଣ୍ଡ, ତାଙ୍କ ମା ଓ ଭଉଣୀ ଗିରଫ

ସଂକ୍ଷେପରେ ତାଜା ଖବର : ଏନକାଉଂଟରରେ ଆହତ ଜିତୁର ଗାର୍ଲ ଫ୍ରେଣ୍ଡ, ତାଙ୍କ ମା ଓ ଭଉଣୀ ଗିରଫ

କଟକ, ୧୪/୧୦/୨୦୧୯ ( ଓଡ଼ିଶା ସମାଚାର)- ଗତକାଲି ଚୌଦ୍ୱାର ପୁଲିସ୍ ଓ ଓ ସ୍ପେସାଲ ସ୍କ୍ୱାର୍ଡ଼ ପୋଲିସ୍ ର ଏନକାଉଂଟରରେ ଦୁର୍ଦ୍ଧାନ୍ତ ଅପରାଧୀ ଅଜୟ ସାହୁ ଆଲିଆସ ଜିତୁ ଆହତ ହୋଇଛି । ଆହତ ଜିତୁକୁ କଟକ ବଡ଼ ଡ଼ାକ୍ତରଖରନରରେ ଭର୍ତି କରାଯାଇଛି । ସେ ଗୁରୁଡ଼ୁଝାଟିଆ ଲୁଟ ଓ ହତ୍ୟା ରେ ସମ୍ପୃକ୍ତ ଥିଲା । ଜିତୁର ଗାର୍ଲ ଫ୍ରେଣ୍ଡ, ତାଙ୍କ ମା ଓ ଭଉଣୀଙ୍କୁ କମିଶନରେଟ ପୁଲିସ୍ ଗିରଫ କରିଛି । ସେମାନେ ଲୁଟ ଜିନିଷପତ୍ର ରଖି ବିକ୍ରି ବ୍ୟବସ୍ଥା କରୁଥିଲେ ବୋଲି ଡ଼ିସିପି ଅଖିଲେଶ୍ୱର ସିଂହ କହିଛନ୍ତି । ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *