Tuesday , October 26 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ମୋବାଇଲ ରେ କଥା ହେବା କାଳ, ପୋଲରୁ ଖସି ପଡ଼ିଲେ ମହାନଦୀକୁ

ସଂକ୍ଷେପରେ ତାଜା ଖବର : ମୋବାଇଲ ରେ କଥା ହେବା କାଳ, ପୋଲରୁ ଖସି ପଡ଼ିଲେ ମହାନଦୀକୁ

 ପାରାଦ୍ୱୀପ,୧୩/୧୦/୨୦୧୯ ( ଓଡ଼ିଶା ସମାଚାର)- ମୋବାଇଲ ରେ କଥା ହେବା କାଳ । ଭୁତମୁଣ୍ଡାଇ ମହାନଦୀ ପୋଲ ଉପରେ ଟ୍ରକ୍ ଛିଡ଼ା କରି ମୋବାଇଲ ରେ କଥା ହେଉଥିଲେ ଟ୍ରକ୍ ଚାଳକ । ପାଖରେ ଥିବା ଅନ୍ୟ ଟ୍ରକ୍ ର କର୍ମଚାରୀମାନେ ମହାନଦୀରୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି । ସେହିପରି ରାତି ର ଅନ୍ଧାର ହୋଇଥିବାରୁ ଅଗ୍ନୀଶମ କର୍ମଚାରୀ ମଧ୍ୟ ଅସହାୟ । ଓଡ଼ିଶା ସମାଚାର

About admin

Check Also

ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ – ମୃତ ଦେହ ଉଦ୍ଧାର

କଟକ ୨୦/୧୦/୨୦୨୧(ଓଡ଼ିଶା ସମାଚାର)- କାଠଯୋଡ଼ିକୁ ଡେଇଁପଡିଲେ ଯୁବକ । ବ୍ରିଜ ଉପରେ ସ୍କୁଟି ରଖି କାଠଯୋଡ଼ି ନଦୀକୁ ଡେଇଁଲେ ଯୁବକ …

Leave a Reply

Your email address will not be published. Required fields are marked *