ପାରାଦ୍ୱୀପ,୧୩/୧୦/୨୦୧୯ ( ଓଡ଼ିଶା ସମାଚାର)- ମୋବାଇଲ ରେ କଥା ହେବା କାଳ । ଭୁତମୁଣ୍ଡାଇ ମହାନଦୀ ପୋଲ ଉପରେ ଟ୍ରକ୍ ଛିଡ଼ା କରି ମୋବାଇଲ ରେ କଥା ହେଉଥିଲେ ଟ୍ରକ୍ ଚାଳକ । ପାଖରେ ଥିବା ଅନ୍ୟ ଟ୍ରକ୍ ର କର୍ମଚାରୀମାନେ ମହାନଦୀରୁ ଉଦ୍ଧାର କରିବା ପାଇଁ ଉଦ୍ୟମ କରି ବିଫଳ ହୋଇଛନ୍ତି । ସେହିପରି ରାତି ର ଅନ୍ଧାର ହୋଇଥିବାରୁ ଅଗ୍ନୀଶମ କର୍ମଚାରୀ ମଧ୍ୟ ଅସହାୟ । ଓଡ଼ିଶା ସମାଚାର
Check Also
ପୁରୀରେ ଫୁଟିଲା ବୋମା , ଜଣେ ଆହତ
ପୁରୀ, ୨୪/୬/୨୦୨୨(ଓଡ଼ିଶା ସମାଚାର)- ପୁରୀ ରେ ବୋମାମାଡ଼ । ସଦର ଥାନା ଅନ୍ତର୍ଗତ ମୁକୁନ୍ଦ ମିଶ୍ର ନଗରରେ ଆଜି ରାତିରେ …