Friday , January 21 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ଚୌଦ୍ୱାର ଅଂଚଳରେ ପୋଲିସ୍ ର ଏନକାଉଂଟର

ସଂକ୍ଷେପରେ ତାଜା ଖବର : ଚୌଦ୍ୱାର ଅଂଚଳରେ ପୋଲିସ୍ ର ଏନକାଉଂଟର

କଟକ,୧୩/୧୦/୨୦୧୯(ଓଡ଼ିଶା ସମାଚାର)- ଚୌଦ୍ୱାର ଅଂଚଳରେ ପୋଲିସ୍ ର ଏନକାଉଂଟର । ଚୌଦ୍ୱାର ପୋଲିସ୍ ଓ ସ୍ପେସାଲ ସ୍କ୍ୱାର୍ଡ଼ ପୋଲିସ୍ ର ଗୁଳିରେ ଦୁର୍ଦ୍ଧାନ୍ତ ଅପରାଧୀ ଅଜୟ ସାହୁ ଆଲିଆସ ଜିତୁ ଆହତ ହୋଇଛି । ଆହତ ଜିତୁକୁ କଟକ ବଡ଼ ଡ଼ାକ୍ତରଖରନରରେ ଭର୍ତି କରାଯାଇଛି । ଜିତୁ ନାମରେ ବିଭିନ୍ନ ଥାନାରେ ୧୫ ରୁ ଅଧିକ ଅପରାଧୀକ ମାମଲାର ରହିଥିବା ପୋଲିସ୍ କହିଛି । ଡ଼କାୟତି, ଲୁଟ ଆଦି ଅପରାଧରେ ସେ ସମ୍ପୃକ୍ତ ଥିଲା । ତା ନିକଟରୁ ବନ୍ଧୁକ ଓ ଗୁଳି ଜବତ ହୋଇଛି । ଓଡ଼ିଶା ସମାଚାର

About admin

Check Also

କିସିଣ୍ତା ଥାନା ସମ୍ମୁଖରେ ମହିଳାଙ୍କୁ ହତ୍ୟା

ସମ୍ବଲପୁର ୨୦/୧/୨୦୨୨ (ଓଡ଼ିଶା ସମାଚାର)- ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି …

Leave a Reply

Your email address will not be published. Required fields are marked *