Monday , October 18 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ହାଇୱା ଧକାରେ ଜଣେ ଛାତ୍ର ମୃତ, ୨ ଗୁରୁତର ଆହତ – ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ସଂକ୍ଷେପରେ ତାଜା ଖବର : ହାଇୱା ଧକାରେ ଜଣେ ଛାତ୍ର ମୃତ, ୨ ଗୁରୁତର ଆହତ – ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

କୁଜଙ୍ଗ,୧୨/୧୦/୨୦୧୯ ( ଓଡ଼ିଶା ସମାଚାର)- ହାଇୱା ଧକାରେ ଜଣେ ଛାତ୍ର ମୃତ, ୨ ଗୁରୁତର ଆହତ – ଉତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ । ଏହି ଘଟଣା ଘଟିଛି ଆଜି ସକାଳେ ଫୁଲବେଲାରୀ ଠାରେ । ମିଳିଥିବା ତାଜା ସୂଚନା ଅନୁସାରେ ଟ୍ୟୁସନ୍ ଯାଉଥିବାବେଳେ ଏକ ହାଇୱା ଧକା ଦେବାରୁ ଘଟଣାସ୍ଥଳରେ ଜଣେ ଛାତ୍ର ର ମୃତ୍ୟୁ ହୋଇଯାଇଥିବାବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଛାତ୍ରଙ୍କୁ କୁଜଙ୍ଗ ହସପିଟାଲ ରେ ଭର୍ତି କରାଯାଇଛି । ଘଟଣାସ୍ଥଳରେ ଉତେଜନା ପ୍ରକାଶ ପାଇଛି । ଉତ୍ୟକ୍ତ ଲୋକେ କଟକ – ପାରାଦୀପ ରାସ୍ତା ଅବରୋଧ କରିଛନ୍ତି । ହାଇୱା ଗୁଡ଼ିକ ବେପରୁଆ ଗାଡ଼ି ଚଳାଉଥିବାରୁ ଏଭଳି ଦୂର୍ଘଟଣା ଘଯୁଥିବା ଏହା ନୂଆ ଘଟଣା ନୁହେଁ । ଓଡ଼ିଶା ସମାଚାର

About admin

Check Also

ବେଗୁନିଆରେ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ – ଜଣେ ଗୁରୁତର ଆହତ

ଖୋର୍ଦ୍ଧା, ୧୫/୧୦/୨୦୨୧(ଓଡ଼ିଶା ସମାଚାର)- ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ପାରିବାରିକ ଗଣ୍ଡଗୋଳରୁ ଦିନ ଦ୍ୱିପ୍ରହରରେ ଗୁଳି ଗୁଳିକାଣ୍ଡ ଘଟିଛି। ଗୁଳିମାଡରେ ବିଭୂତି …

Leave a Reply

Your email address will not be published. Required fields are marked *