Thursday , October 21 2021
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ସାବେରୀ ନଦୀରେ ଡ଼ଙ୍ଗା ବୁଡ଼ି ୨ ଯୁବତୀ ଓ ଜଣେ ଯୁବକ ନିଖୋଜ

ସଂକ୍ଷେପରେ ତାଜା ଖବର : ସାବେରୀ ନଦୀରେ ଡ଼ଙ୍ଗା ବୁଡ଼ି ୨ ଯୁବତୀ ଓ ଜଣେ ଯୁବକ ନିଖୋଜ

ମାଲକାନାଗିରି, ୧୨/୧୦/୨୦୧୯ ( ଓଡ଼ିଶା ସମାଚାର)- ସାବେରୀ ନଦୀରେ ଡ଼ଙ୍ଗା ବୁଡ଼ି ୨ ଯୁବତୀ ଓ ଜଣେ ଯୁବକ ନିଖୋଜ ହୋଇଛନ୍ତି । ଅଗ୍ନୀଶମ ବାହିନୀ ତଲାସି ଚଳାଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ସାବେରୀ ନଦୀର ନିଲିଗୁଡ଼ା ଠାରେ ନଦୀ ପାର ହେଉଥିବାବେଳେ ଡ଼ଙ୍ଗାଟି ବୁଡ଼ିଯାଇଥିଲା । କୁମ୍ଭାରଗୁଡ଼ାର ୨ ଯୁବତୀ ଓ ଜଣେ ଯୁବକ ନିଖୋଜ ଅଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *