ମାଲକାନାଗିରି, ୧୨/୧୦/୨୦୧୯ ( ଓଡ଼ିଶା ସମାଚାର)- ସାବେରୀ ନଦୀରେ ଡ଼ଙ୍ଗା ବୁଡ଼ି ୨ ଯୁବତୀ ଓ ଜଣେ ଯୁବକ ନିଖୋଜ ହୋଇଛନ୍ତି । ଅଗ୍ନୀଶମ ବାହିନୀ ତଲାସି ଚଳାଇଛନ୍ତି । ମିଳିଥିବା ତାଜା ସୂଚନା ଅନୁସାରେ ସାବେରୀ ନଦୀର ନିଲିଗୁଡ଼ା ଠାରେ ନଦୀ ପାର ହେଉଥିବାବେଳେ ଡ଼ଙ୍ଗାଟି ବୁଡ଼ିଯାଇଥିଲା । କୁମ୍ଭାରଗୁଡ଼ାର ୨ ଯୁବତୀ ଓ ଜଣେ ଯୁବକ ନିଖୋଜ ଅଛନ୍ତି । ଓଡ଼ିଶା ସମାଚାର
Check Also
ପୁରୀ ସହର ଅଶାନ୍ତ : ଗୁଳିମାଡ଼ରେ ଜଣେ ମୃତ, ଛୁରା ମାଡ଼ରେ ଜଣେ ଗୁରୁତର ଆହତ
ପୁରୀ, ୨୪/୦୫/୨୦୨୨( ଓଡ଼ିଶା ସମାଚାର )- ପୋଲିସ କୁ ଖୋଲା ଚାଲେଂଜ କରି ଜନଗହଳିପୂର୍ଣ୍ଣ ଏମାର ମଠ ନିକଟରେ ଜଣେ …