Friday , August 12 2022
Breaking News
Home / ବିଶେଷ / ସମାଜସେବୀଙ୍କ ବିଭିନ୍ନ ଦୂର୍ଗାପୂଜା ମଣ୍ଡପ ପରିଭ୍ରମଣ

ସମାଜସେବୀଙ୍କ ବିଭିନ୍ନ ଦୂର୍ଗାପୂଜା ମଣ୍ଡପ ପରିଭ୍ରମଣ

ଗରଦପୁର, ୧୦/୧୦/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ଅଂଚଳରେ ଶାରଦୀୟ ଦୂର୍ଗାପୂଜା ଆନନ୍ଦ ଉଲାସରେ ସମାପନ ହୋଇଛି । କେବଳ ପଳସୁଧାକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ସ୍ଥାନରେ ଶାନ୍ତି ଶୃଙ୍ଖଳାର ସହିତ ଦୂର୍ଗାପୂଜା ଓ ଭଷାଣ ଉତ୍ସବ ସମାପନ ହୋଇଛି । ଦୂର୍ଗାପୂଜା ଅବସରରେ କେନ୍ଦ୍ରପଡ଼ା ପବ୍ଲିକ୍ ସ୍କୁଲ ର ପ୍ରତିଷ୍ଠାତା ତଥା ସମାଜସେବୀ ଅଜୟ ସାମଲ ପାଟକୁରା ଓ ଗରଦପୁର ଅଂଚଳର ବିଭିନ୍ନ ଦୂର୍ଗାପୂଜା ମଣ୍ଡପ ବୁଲି ଦୁର୍ଗତି ନାଶିନୀ ମା ଦୂର୍ଗାଙ୍କ ଆଶିର୍ବାଦ ଭିକ୍ଷା କରିବା ସହିତ ଆୟୋଜକ ମାନଙ୍କ ସହିତ ଅନୁଷ୍ଠାନର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ ।  ଶ୍ରୀ ସାମଲ ଙ୍କୁ ବିଭିନ୍ନ ଦୂର୍ଗାପୂଜା କମିଟି ଓ ଆୟୋଜକ ମାନଙ୍କ ପକ୍ଷରୁ ସ୍ୱାଗତ କରାଯାଇଥିଲା । ଓଡ଼ିଶା ସମାଚାର

About admin

Check Also

ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା

ଭୁବନେଶ୍ୱର,୧୨/୦୮/୨୦୨୨(ଓଡ଼ିଶା ସମାଚାର)-  ସ୍ବାଧୀନତା ଦିବସ ଅବସରରେ ପୁଲିସ ପଦକ ପାଇବା ପାଇଁ ଯୋଗ୍ୟ ବିବେଚିତ କର୍ମଚାରୀଙ୍କ ନାମ ଘୋଷଣା ହୋଇଛି। …

Leave a Reply

Your email address will not be published.