Thursday , May 26 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ପାଣି ଟାଙ୍କିରେ ଯୁବକଙ୍କ ମୃତ ଦେହ

ସଂକ୍ଷେପରେ ତାଜା ଖବର : ପାଣି ଟାଙ୍କିରେ ଯୁବକଙ୍କ ମୃତ ଦେହ

ଭୁବନେଶ୍ୱର,୧୦/୧୦/୨୦୧୯ ( ଓଡ଼ିଶା ସମାଚାର)- ରାଜଧାନୀର ଏକ ସରକାରୀ କ୍ୱାର୍ଟରର ପାଣିଟାଙ୍କିରେ ଜଣେ ଯୁବକଙ୍କ ମୃତଦେହ । ମିଳିଥିବା ତାଜା ସୂୂଚନା ଅନୁସାରେ ୟୁନିଟ-୯ ର ୨ଆରବି ୧୩୦ ସରକାରୀ କ୍ୱାର୍ଟର ପାଣି ଟାଙ୍କିରେ ଜଣେ ଯୁବକଙ୍କ ମୃତ ଦେହ ଠାବ କରାଯାଇଛି ।  ମୃତ ଯୁବକ ଙ୍କ ପରିଚୟ ମିଳିନଥିବାବେଳେ ସହିଦନଗର ଥାପା ପୁଲିସ୍ ଛାନଭିନ୍ କରୁଛି । ଓଡ଼ିଶା ସମାଚାର

About admin

Check Also

ପୁରୀ ସହର ଅଶାନ୍ତ : ଗୁଳିମାଡ଼ରେ ଜଣେ ମୃତ, ଛୁରା ମାଡ଼ରେ ଜଣେ ଗୁରୁତର ଆହତ

ପୁରୀ, ୨୪/୦୫/୨୦୨୨( ଓଡ଼ିଶା ସମାଚାର )- ପୋଲିସ କୁ ଖୋଲା ଚାଲେଂଜ କରି ଜନଗହଳିପୂର୍ଣ୍ଣ ଏମାର ମଠ ନିକଟରେ ଜଣେ …

Leave a Reply

Your email address will not be published. Required fields are marked *