Thursday , September 29 2022
Breaking News
Home / ବିଶେଷ / ଶୂନ୍ୟବ୍ରହ୍ମ ରାସମଣ୍ଡଳୀର ରାସ ଉତ୍ସବ

ଶୂନ୍ୟବ୍ରହ୍ମ ରାସମଣ୍ଡଳୀର ରାସ ଉତ୍ସବ

ସାଲେପୁର ,୧୦/୧୦/୨୦୧୯(ଓଡ଼ିଶା ସମାଚାର/ଅଭୟ ଜେନା): ପବିତ୍ର ଦଶହରା ଉପଲକ୍ଷେ ମାଛୁଆତି ଦୁର୍ଗାପୂଜା କମିଟି ପକ୍ଷରୁ ଶ୍ରୀ ଅଚ୍ୟୁତ ଶୂନ୍ୟବ୍ରହ୍ମ ରାସମଣ୍ଡଳୀ ପକ୍ଷରୁ ଯୋଗେନ୍ଦ୍ର ସାହୁଓ ସାଥୀ ମାନଙ୍କ ଦ୍ୱାରା ମହାପୁରୁଷ ଅଚ୍ୟୁତାନନ୍ଦ ଙ୍କ ରଚିତ ରାସ ଅନୁଷ୍ଠିତ ହୋଇଥିଲା । ଏଥିରେ ଶତାଧିକ ଅଚ୍ୟୁତ ଓ ଭଗବତ୍ ପ୍ରେମୀ ଯୋଗଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published.