କଟକ, ୦୯/୧୦/୨୦୧୯ (ଓଡ଼ିଶା ସମାଚାର)- କାଠଯୋଡ଼ି ନଦୀକୁ ଡ଼େଇଁ ଯୁବକ ନିଖୋଜ । ମିଳିଥିବା ତାଜା ସୂଚନା ଅନୁସାରେ ପରିବାର ( ପତ୍ନୀ ଓ ପିଲା) ଙ୍କୁ ଧରି ଏକ ବାଇକ୍ ରେ ଆସୁଥିବାବେଳେ ଯୁବକ ଜଣକ କାଠଯୋଡ଼ି ନଦୀକୁ ନେଇଁ ନିଖୋଜ ଅଛନ୍ତି । ପାରିବାରିକ କଳହରୁ ଯୁବକ ଜଣକ ନଦୀକୁ ଡ଼େଇଁଥିବା କୁହାଯାଉଛି । ସଦର ଥାନା ପୋଲିସ୍ ତାଙ୍କ ପତ୍ନୀ ଓ ପିଲାଙ୍କୁ ଥାନାରେ ରଖି ପଚରା ଉଚୁରା କରୁଛନ୍ତି । ପାୱାର ବୋର୍ଟ କାମ କରୁନଥିବାରୁ ପ୍ରାୟ ଏକ ଘଂଟା ବିଳମ୍ବରେ ଓଡ଼ÿରାଫ ଟିମ୍ ନଦୀରେ ଖୋଜାଖୋଜି ଚଳାଇଛନ୍ତି । ଓଡ଼ିଶା ସମାଚାର
Check Also
ଗୁଳିମାଡ କରି ଗୋରୁ ବ୍ୟବସାୟୀଙ୍କ ଠାରୁ ୨୦ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୃତ, ଗୋରୁ ବ୍ୟବସାୟୀଙ୍କ ମୃତ୍ୟୁ
ମୟୂରଭଞ୍ଜ ୨୫/୦୫/୨୦୨୨( ଓଡ଼ିଶା ସମାଚାର )- ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଗ୍ରାମାଞ୍ଚଳ ଥାନା ହାଟବାଦଡାରେ ସକାଳ ପ୍ରାୟ ୭ଟାରେ …