Friday , January 21 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ମାଛଧରା ଟ୍ରଲର ବୁଡ଼ି ୩ ମତ୍ସ୍ୟଜିବୀ ନିଖୋଜ

ସଂକ୍ଷେପରେ ତାଜା ଖବର : ମାଛଧରା ଟ୍ରଲର ବୁଡ଼ି ୩ ମତ୍ସ୍ୟଜିବୀ ନିଖୋଜ

ପାରାଦ୍ୱୀପ,୦୮/୧୦/୨୦୧୯ (ଓଡ଼ିଶା ସମାଚାର)- ଏକ ମାଛଧରା ଟ୍ରଲର ନେହେରୁବଙ୍ଗଳା ନିକଟ ମୁହାଣରେ ବୁଡ଼ି ଯିବା ଫଳରେ ୩ ଜଣ ମତ୍ସ୍ୟଜିବୀ ନିଖୋଜ ଅଛନ୍ତି । ଟ୍ରଲରଟି ମାଛ ଧରି ଫେରୁଥିବାବେଳେ ଏହି ଅଘଟଣ ଘଟିଛି । ଟ୍ରଲର ରେ ମୋଟ ୫ ଜଣ ଥିଲେ । ଟ୍ରଲର ବୁଡ଼ିଯିବା ପରେ ପାଖରେ ଥିବା ଅନ୍ୟ ଟ୍ରଲର କର୍ମଚାରୀ ଓ ମେରାଇନ ଥାନା ପୋଲିସ୍ ୨ ଜଣଙ୍କୁ ଉଦ୍ଧାର କରିଥିବାବେଳେ ୩ ଜଣ ବର୍ତମାନ ସୁଦ୍ଧା ନିଖୋଜ ଅଛନ୍ତି । ଓଡ଼ିଶା ସମାଚାର

About admin

Check Also

କିସିଣ୍ତା ଥାନା ସମ୍ମୁଖରେ ମହିଳାଙ୍କୁ ହତ୍ୟା

ସମ୍ବଲପୁର ୨୦/୧/୨୦୨୨ (ଓଡ଼ିଶା ସମାଚାର)- ସମ୍ବଲପୁର ଜିଲ୍ଲା କିସିଣ୍ଡା ଥାନା ସମ୍ମୁଖରେ ଜଣେ ମହିଳାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଛି …

Leave a Reply

Your email address will not be published. Required fields are marked *