ଆଠଗଡ଼, ୦୮/୧୦/୨୦୧୯ (ଓଡ଼ିଶା ସମାଚାର)- ଆଠଗଡ଼ ଅଂଚଳରେ ବଜ୍ରପାତରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମିଳିଥିବା ତାଜା ସୂଚନା ଅନୁସାରେ ମହିଧରପୁର ଗାଁର ଫଳ ବ୍ୟବସାୟୀ ପବିତ୍ର ପ୍ରଧାନ ଙ୍କର ବଜ୍ରଘାତରେ ମୃତ୍ୟୁ ହୋଇଥିବାବେଳେ ବାଲିଝରି ଗାଁ ର ବୁଦ୍ଧିମାନ ବେହେରା ଙ୍କର ମଧ୍ୟ ବଜ୍ରାଘାତରେ ମୃତ୍ୟୁ ହୋଇଛି । ଓଡ଼ିଶା ସମାଚାର