Sunday , October 1 2023
Home / ତାଜା ଖବର / ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଡଙ୍ଗାକୁ କ୍ରାଇମବ୍ରାଂଚ ଏସଷ୍ଟିଏଫ ଗିରଫ କଲା

ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ଡଙ୍ଗାକୁ କ୍ରାଇମବ୍ରାଂଚ ଏସଷ୍ଟିଏଫ ଗିରଫ କଲା

କେନ୍ଦ୍ରାପଡା ୦୬/୧୦/୨୦୧୯ (ଓଡ଼ିଶା ସମାଚାର)- ଜଣାଶୁଣା ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସମାନ ଅଲ୍ଲୀର ପ୍ରମୁଖ ସହଯୋଗୀ  ଡଙ୍ଗା ଓରଫ ସେକ ଜାବିଦ୍ କୁ କ୍ରାଇମବ୍ରାଂଚ ଏସଷ୍ଟିଏଫ ଶନିବାର ଗିରଫ କରିଥିବା କେନ୍ଦ୍ରାପଡା ଏସଡିପିଓ ରାଜୀବ ଲୋଚନ ପଣ୍ଡାଙ୍କ ଠାରୁ   ସୂଚନା ମିଳିିଛି । ଅଭିଯୁକ୍ତ  ଜାବିଦ  ୨୦୧୭ ମସିହାରେ ଠିକାଦାର ରନ୍ଥା ଓରଫ ଶିବ ପ୍ରସାଦ ପରିଡା ଅପହରଣ ଘଟଣାର ମୁଖ୍ୟ ଅଭିଯୁକ୍ତ ଥିଲା  ।  ଜାବିଦ ରନ୍ଥାକୁ ତା’ର କଜଳାସ୍ଥିତ କାର୍ଯ୍ୟାଳୟରୁ ଅପହରଣ କରିନେଇ ଟିଟୋ ଆଡ୍ଡାରେ ରଖି ମାଡ ମାରିଥିବା ଅଭିଯୋଗ ହୋଇଥିଲା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *