Wednesday , January 26 2022
Breaking News
Home / ତାଜା ଖବର / ଦାଦା ବଟିକୁ ନେଇ ବ୍ୟବସାୟୀଙ୍କୁ ଗୁଳିମାଡ଼

ଦାଦା ବଟିକୁ ନେଇ ବ୍ୟବସାୟୀଙ୍କୁ ଗୁଳିମାଡ଼

ବାଲେଶ୍ୱର,୦୫/୧୦/୨୦୧୯ (ଓଡ଼ିଶା ସମାଚାର)-ବ୍ୟବସାୟୀଙ୍କୁ ଗୁଳିମାଡ଼ । ଗୁରୁତର ଆହତ ବ୍ୟବସାୟୀଙ୍କୁ ହସପିଟାଲ ରେ ଭର୍ତି କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଖନ୍ତପଡ଼ା ଥାନା ଅନ୍ତର୍ଗତ ଶେରଗଡ଼ ଛକରେ ଭାଗବତ ରାଉତ ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳିମାଡ଼ ହୋଇଛି । ୨ ଜଣ ଦୁର୍ବୃତ ବାଇକ୍ ରେ ଆସି ଗୁଳିମାଡ଼ କରି ଫେରାର ହୋଇ ଯାଇଥିଲେ । ଦାଦାବଟିକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ଜଣାଯାଇଛି । ପୋଲିସ୍ ତଦନ୍ତ କରୁଛି । ଓଡ଼ିଶା ସମାଚାର

About admin

Check Also

ଜୟପୁର ଦୈନିକ ପରିବା ମାର୍କେଟରେ ନିଆଁ ଲାଗି ଦୋକାନ ଘର ଜଳିଗଲା

ଜୟପୁର, ୨୩/୧/୨୦୨୨ (ଓଡ଼ିଶା ସମାଚାର)- କୋରାପୁଟ ଜିଲ୍ଲା ଜୟପୁର ସହରରେ ଥିବା ପ୍ରଥମ ଦୈନିକ ପରିବା ମାର୍କେଟରେ ଭୋର୍ ୪ଟା …

Leave a Reply

Your email address will not be published. Required fields are marked *