Friday , September 29 2023
Breaking News
Home / ରାଜନୀତି / ବିଜୁ ଜନତାଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

ବିଜୁ ଜନତାଦଳ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା

କେନ୍ଦ୍ରାପଡା ୦୩/୧୦/୨୦୧୯ (ଓଡ଼ିଶା ସମାଚାର)-କେନ୍ଦ୍ରାପଡା ବିଜେଡି ପକ୍ଷରୁ ବୁଧବାର ପୂର୍ବାହ୍ନରେ ଗରାପୁର ଡାକବଙ୍ଗଳା ଛକ ଠାରୁ ପବିତ୍ର ୧୫୦ତମ ଗାନ୍ଧୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ନେତୃତ୍ୱରେ ଜନସମ୍ପର୍କ ପଦଯାତ୍ରା ବାହାରି ପୁରୁଣା ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଯାଇ ପହଁଚିବା ପରେ ସେଠାରେ ଥିବା ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତିରେ ବିଧାୟକ ଶ୍ରୀ ବେହେରାଙ୍କ ସହିତ ଦଳର ନେତୃମଣ୍ଡଳି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।  ଏହି ଜନସମ୍ପର୍କ ପଦଯାତ୍ରାରେ ବରିଷ୍ଠ ବିଜେଡି ନେତା ଭଜକୃଷ୍ଣ ରାଉତ, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡା, ଜିଲ୍ଲା ବିଜେଡି କାର୍ଯ୍ୟକାରି ସଭାପତି ଦୁର୍ଗାଶିଷ ମହାନ୍ତି, କେନ୍ଦ୍ରାପଡା ବ୍ଲକ ଅଧ୍ୟକ୍ଷ ଅନାମବନ୍ଧୁ ଧଳ, ଯୁବଜନତାଦଳର ଜିଲ୍ଲା ସଭାପତି ରାଜେଶ ପଣ୍ଡା, ବ୍ଲକ ଉପାଧ୍ୟକ୍ଷା ସ୍ନେହଲତା ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ପ୍ରଦୀପ୍ତ ମହାନ୍ତି, ନଗର ସଭାପତି ଶ୍ରୀକାନ୍ତ ପଣ୍ଡା, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସ୍ନେହପ୍ରଭା ତ୍ରିପାଠୀ, ବିଜେଡି ଅନୁସୂଚିତ ଜାତି ସେଲ ସଭାପତି ବାରେଣୀ ସେଠୀ, ପୂର୍ବତନ ପୈାରାଧ୍ୟକ୍ଷ ଧିରେନ ସାହୁ, ରୋସ୍ନôା ସାହୁ, ସରକାରୀ ଓକିଲ ସଞ୍ଜୟ କୁମାର ଜେନା, ଦେବଦାସ ମହାନ୍ତି, ଗଗନବିହାରୀ ଜେନା, ସେକ ଅଜିମୁଦ୍ଧିନ, ନିରଞ୍ଜନ ବଳ, ଦୀନବନ୍ଧୁ ନାୟକ, ଇତିହାସ ଲେଙ୍କା, ମନୋଜ ସାହୁ, ଅରୁଣ ପ୍ରସାଦ ଦାସ, ଗୋବର୍ଦ୍ଧନ ରାଉତ, ସବିତା ସାହୁ, କୁଞ୍ଜବିହାରୀ ପରିଡା, ଧିରେନ୍ଦ୍ର କୁମାର ଦାସ, କପାଳେଶ୍ୱର ସରପଂଚ ଗାୟତ୍ରୀ ମହାନ୍ତି, ରାଜ୍ୟ ବିଜୁ ଶ୍ରମିକ ସାମୁଖ୍ୟ ସାଧାରଣ ସମ୍ପାଦକ ଡଃ.ଗଦାଧର ମଲ୍ଲିକ, ନିରଞ୍ଜନ ବାରିକ, ନାରାୟଣ ବିଶ୍ୱାଳ, ଗଗନବିହାରୀ ମହାନ୍ତି, ଜାନକୀ ବିଶ୍ୱାଳ, ଅଜୟ କୁମାର ମଲ୍ଲିକ, ଶ୍ରୀବସô ସେଠୀ, ହିରଣ୍ୟ ପଣ୍ଡା, ବିଜୟ ମଣ୍ଡଳ, ରବିନ୍ଦ୍ର ପଣ୍ଡା, କାଳି ପ୍ରସାଦ ମିଶ୍ର, ବାସୁଦେବ ଜେନା, ଦୁଷ୍ମନ୍ତ ମଲ୍ଲିକ, ହିଂମାଶୁ ବିଶ୍ୱାଳ, ସରୋଜ ପଣ୍ଡା, ନରେନ୍ଦ୍ର ଧଳ, କୃତିବାସ ସାହୁ,ଶିବପ୍ରସାଦ ଭୋଳ,ଆଲୋକ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *