Wednesday , October 20 2021
Breaking News
Home / ବିଶେଷ / ପୂର୍ବତନ ସରପଂଚ ଙ୍କ ପରଲୋକ

ପୂର୍ବତନ ସରପଂଚ ଙ୍କ ପରଲୋକ

ଗରଦପୁର, ୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ପଂଚାୟତର ପୂର୍ବତନ ସରପଂଚ  ଅନିଲ କୁମାର ମହାନ୍ତି (୮୨) ଙ୍କର ଗତକାଲି ପରଲୋକ ଘଟିଛି  । ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥିଲେ ।  ତାଙ୍କର ୩ ପୁଅ ଝିଅ ଅଛନ୍ତି । ଗାଁ ସ୍ମଶାନରେ ତାଙ୍କର ଶବ ସତକାର କରାଯାଇଛି ।  ବଡ଼ପୁଅ ବାବୁଲି ମହାନ୍ତି ମୁଖାଗ୍ନୀ ଦେଇଥିଲେ ।  ପ୍ରକାଶ ଥାଉକି ସ୍ୱର୍ଗତ ମହାନ୍ତି କଳାବୁଦା ପଂଚାୟତର ଲଗାତର ଭାବେ ୪ ଥର ସରପଂଚ ନିର୍ବାଚିତ ହୋଇଥିଲେ । ସେ ଜଣେ ପରୋପକାରୀ ମିଷ୍ଠ ଭାଷି, ମେଳାପି ଜନାଦୃତ ମଣିଷ ଭାବେ ପରିଚିତ ଥିଲେ । ଓଡ଼ିଶା ସମାଚାର

About admin

Check Also

ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ – ୭୧ ଜଣ ଶିଶୁ ସଂକ୍ରମିତ – ୨ ଜଣ ଙ୍କ ମୃତ୍ୟୁ

ଭୁବନେଶ୍ୱର,୨୦/୧୦/୨୦୨୧(ଓଡ଼ିଶା ସମାଚାର/ସୁଚେତା ଦେବତା)- ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ରେ ୫୫୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । …

Leave a Reply

Your email address will not be published. Required fields are marked *