Friday , September 29 2023
Breaking News
Home / ବିଶେଷ / ପୂର୍ବତନ ସରପଂଚ ଙ୍କ ପରଲୋକ

ପୂର୍ବତନ ସରପଂଚ ଙ୍କ ପରଲୋକ

ଗରଦପୁର, ୦୩/୧୦/୨୦୧୯ (ଓଡ଼ିଶା ସମାଚାର)-ଗରଦପୁର ବ୍ଲକ୍ ଅନ୍ତର୍ଗତ କଳାବୁଦା ପଂଚାୟତର ପୂର୍ବତନ ସରପଂଚ  ଅନିଲ କୁମାର ମହାନ୍ତି (୮୨) ଙ୍କର ଗତକାଲି ପରଲୋକ ଘଟିଛି  । ଗତ କିଛି ଦିନ ଧରି ସେ ବାର୍ଦ୍ଧକ୍ୟ ଜନିତ ରୋଗରେ ପିଡ଼ିତ ଥିଲେ ।  ତାଙ୍କର ୩ ପୁଅ ଝିଅ ଅଛନ୍ତି । ଗାଁ ସ୍ମଶାନରେ ତାଙ୍କର ଶବ ସତକାର କରାଯାଇଛି ।  ବଡ଼ପୁଅ ବାବୁଲି ମହାନ୍ତି ମୁଖାଗ୍ନୀ ଦେଇଥିଲେ ।  ପ୍ରକାଶ ଥାଉକି ସ୍ୱର୍ଗତ ମହାନ୍ତି କଳାବୁଦା ପଂଚାୟତର ଲଗାତର ଭାବେ ୪ ଥର ସରପଂଚ ନିର୍ବାଚିତ ହୋଇଥିଲେ । ସେ ଜଣେ ପରୋପକାରୀ ମିଷ୍ଠ ଭାଷି, ମେଳାପି ଜନାଦୃତ ମଣିଷ ଭାବେ ପରିଚିତ ଥିଲେ । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *