Wednesday , December 8 2021
Home / ତାଜା ଖବର / ସଂକ୍ଷେପରେ ତାଜା ଖବର : ୱାର୍ଡ଼ ମେମ୍ବର ଙ୍କୁ ହତ୍ୟା

ସଂକ୍ଷେପରେ ତାଜା ଖବର : ୱାର୍ଡ଼ ମେମ୍ବର ଙ୍କୁ ହତ୍ୟା

ଅନୁଗୁଳ, ୨୯/୦୯/୨୦୧୯ ( ଓଡ଼ିଶା ସମାଚାର)- ଜଣେ ୱାର୍ଡ଼ ମେମ୍ବରଙ୍କୁ ହତ୍ୟା କରାଯାଇଛି । ମିଳିଥିବା ତାଜା ସୂଚନା ଅନୁସାରେ ଅନ୍ତୁଳିଆ ୭ ନମ୍ବର ୱାର୍ଡ଼ ର ୱାର୍ଡ଼ ମେମ୍ବର ଜଗବନ୍ଧୁ ବେହେରାଙ୍କୁ ସଦାନନ୍ଦ ଗଡ଼ନାୟକ ଏକ ଭୁଜାଲିରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି । ହତ୍ୟାକାରୀ ସଦାନନ୍ଦ ଫେରାର ହୋଇଯାଇଛି । ପୋଲିସ୍ ଛାନଭିନ୍ କରୁଛି । ତେବେ ହତ୍ୟାର କାରଣ ବର୍ତମାନ ଜଣାପଡ଼ିନାହିଁ ।  ଓଡ଼ିଶା ସମାଚାର

About admin

Check Also

ଶିକାରୀ ଗୁଳିରେ ମହିଳା ଆହତ

ଫୁଲବାଣୀ/ଖଜୁରୀପଡ଼ା,୦୪/୧୨/୨୦୨୧(ଓଡ଼ିଶା ସମାଚାର)-ଜଙ୍ଗଲରୁ କାଠ ସଂଗ୍ରହ କରି ଫେରୁଥିବାବେଳେ ଶିକାରୀ ଗୁଳି ରେ ଜଣେ ମହିଳା ଆହତ ହୋଇଛନ୍ତି । ପ୍ରାପ୍ତ …

Leave a Reply

Your email address will not be published. Required fields are marked *