Friday , October 22 2021
Breaking News
Home / ନିର୍ବାଚନ / ବିଜେପୁର : ରୀତା ସାହୁ ବିଜେଡ଼ିର ପ୍ରାର୍ଥୀ

ବିଜେପୁର : ରୀତା ସାହୁ ବିଜେଡ଼ିର ପ୍ରାର୍ଥୀ

ବରଗଡ଼, ୨୮/୦୯/୨୦୧୯ ( ଓଡ଼ିଶା ସମାଚାର)-ବିଜେପୁର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଦିଲିପ ପଣ୍ଡାଙ୍କୁ ପ୍ରାର୍ଥୀ କରାଯାଇଥିବା ନେଇ ଘୋଷଣା କରାଯାଇଥିବାବେଳେ ବିଜେଡ଼ି ର ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବିଜେପୁର ଉପନିର୍ବାଚନ ପାଇଁ ରୀତା ସାହୁ ଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରୀତା ସାହୁଙ୍କ ନାମ ଘୋଷଣା କରିଛନ୍ତି । ଆସନ୍ତା ୩୦ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ । ଓଡ଼ିଶା ସମାଚାର

About admin

Check Also

କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝି ଦଳ ଛାଡ଼ିଲେ

ଭୁବନେଶ୍ୱର,୨୨/୧୦/୨୦୨୧(ଓଡ଼ିଶା ସମାଚାର)- କଂଗ୍ରେସର ବରିଷ୍ଠ ନେତା ପ୍ରଦୀପ ମାଝି କଂଗ୍ରେସର ପ୍ରାଥମିକତା ପଦରୁ ଇସ୍ତଫା ଦେଇଛନ୍ତି । ଶ୍ରୀ ମାଝି …

Leave a Reply

Your email address will not be published. Required fields are marked *