ରାଉରକେଲା, ୨୮/୦୯/୨୦୧୯ ( ଓଡ଼ିଶା ସମାଚାର)- ରାଉରକେଲା ଆର ଟି ଓ ଅଫିସରେ ଏସପି କେ ଶିବା ଶୁଭ୍ରମଣି ସଦଳ ବଳେ ଚଢଉ କରିଥିବା ଜଣା ପଡିଛି । ମୁଖ୍ୟମନ୍ତ୍ରୀ ଆର ଟି ଓ ଅଫିସରେ ଦଲାଲି କରଣକୁ ରୋକିବା ଲାଗି କହିବା ପରେ ରାଉରକେଲା ଏସପି କୁଇକ୍ ଅକସନ୍ କୁ ଆସି ୭ଜଣ ଦଲାଲଙ୍କୁ ଧରଛନ୍ତି । ଧରାଯାଇଥିବା ଦଲାଲଙ୍କ ଭିତରେ ପୁର୍ବ ଏସପିଙ୍କ ସମୟରେ ଗିରଫହୋଇଥିବା ୩ଜଣ ଦଲାଲ ଥିବା ଖବର ମିଳିଛି । ଓଡ଼ିଶା ସମାଚାର
Check Also
ବାଲି ଟ୍ରକ ଧକ୍କା ଦେବାରୁ ସାଇକେଲ ଆରୋହୀ ଙ୍କ ମୃତ୍ୟୁ : ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ
ନିଶ୍ଚିନ୍ତକୋଇଲି,୨୨/୦୬/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ବାଲି ବୋଝେଇ ଟ୍ରକ ଧକ୍କା ଦେବାରୁ ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ …