Saturday , June 25 2022
Home / ତାଜା ଖବର / ଆର ଟି ଓ ଅଫିସରେ ଏସପିଙ୍କ ଚଢଉ

ଆର ଟି ଓ ଅଫିସରେ ଏସପିଙ୍କ ଚଢଉ

ରାଉରକେଲା, ୨୮/୦୯/୨୦୧୯ ( ଓଡ଼ିଶା ସମାଚାର)- ରାଉରକେଲା ଆର ଟି ଓ ଅଫିସରେ   ଏସପି କେ ଶିବା ଶୁଭ୍ରମଣି ସଦଳ ବଳେ ଚଢଉ କରିଥିବା ଜଣା ପଡିଛି ।  ମୁଖ୍ୟମନ୍ତ୍ରୀ ଆର ଟି ଓ ଅଫିସରେ ଦଲାଲି କରଣକୁ ରୋକିବା ଲାଗି କହିବା ପରେ ରାଉରକେଲା ଏସପି କୁଇକ୍  ଅକସନ୍ କୁ ଆସି ୭ଜଣ ଦଲାଲଙ୍କୁ ଧରଛନ୍ତି । ଧରାଯାଇଥିବା ଦଲାଲଙ୍କ ଭିତରେ ପୁର୍ବ ଏସପିଙ୍କ ସମୟରେ ଗିରଫହୋଇଥିବା ୩ଜଣ ଦଲାଲ ଥିବା ଖବର ମିଳିଛି । ଓଡ଼ିଶା ସମାଚାର

About admin

Check Also

ବାଲି ଟ୍ରକ ଧକ୍କା ଦେବାରୁ ସାଇକେଲ ଆରୋହୀ ଙ୍କ ମୃତ୍ୟୁ : ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ 

 ନିଶ୍ଚିନ୍ତକୋଇଲି,୨୨/୦୬/୨୦୨୨ (ଓଡିଶା ସମାଚାର/ ଅଭୟ ଜେନା ) – ବାଲି ବୋଝେଇ ଟ୍ରକ ଧକ୍କା ଦେବାରୁ   ନିଶ୍ଚିନ୍ତକୋଇଲି ବ୍ଲକ ନେମାଳ …

Leave a Reply

Your email address will not be published. Required fields are marked *