କଟକ, ୨୭/୦୯/୨୦୧୯ ( ଓଡ଼ିଶା ସମାଚାର)- ଓଡ଼ିଶା କ୍ରିକେଟ ଆସୋସିଏସନ୍ ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ପରେ ସଂଜୟ ବେହେରା ସମ୍ପାଦକ, ପଙ୍କଜ ଲୋଚନ ମହାନ୍ତି ସଭାପତି, ଅକ୍ଷୟ ସାମନ୍ତ ଉପସଭାପତି, ମେହେତାବ ଖାଁ ଯୁଗ୍ମ ସମ୍ପାଦକ ଓ ବିକାଶ ପ୍ରଧାନ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର