Tuesday , October 26 2021
Breaking News
Home / କ୍ରୀଡ଼ା / ସଂକ୍ଷେପରେ ଖେଳ ଖବର : ଓଡ଼ିଶା କ୍ରିକେଟ ଆସୋସିଏସନ ନିର୍ବାଚନ ରେ ସଂଜୟ ସମ୍ପାଦକ ଓ ପଙ୍କଜ ସଭାପତି ନିର୍ବାଚିତ

ସଂକ୍ଷେପରେ ଖେଳ ଖବର : ଓଡ଼ିଶା କ୍ରିକେଟ ଆସୋସିଏସନ ନିର୍ବାଚନ ରେ ସଂଜୟ ସମ୍ପାଦକ ଓ ପଙ୍କଜ ସଭାପତି ନିର୍ବାଚିତ

କଟକ, ୨୭/୦୯/୨୦୧୯ ( ଓଡ଼ିଶା ସମାଚାର)- ଓଡ଼ିଶା କ୍ରିକେଟ ଆସୋସିଏସନ୍ ନିର୍ବାଚନ ଶେଷ ହୋଇଛି । ନିର୍ବାଚନ ପରେ ସଂଜୟ ବେହେରା ସମ୍ପାଦକ, ପଙ୍କଜ ଲୋଚନ ମହାନ୍ତି ସଭାପତି, ଅକ୍ଷୟ ସାମନ୍ତ ଉପସଭାପତି, ମେହେତାବ ଖାଁ ଯୁଗ୍ମ ସମ୍ପାଦକ ଓ ବିକାଶ ପ୍ରଧାନ କୋଷାଧ୍ୟକ୍ଷ ନିର୍ବାଚିତ ହୋଇଥିବା ଜଣାପଡ଼ିଛି । ଓଡ଼ିଶା ସମାଚାର

About admin

Check Also

ବରିଷ୍ଠ ଓ କନିଷ୍ଠ ମହିଳା ହକି ଦଳ ଚୂଡ଼ାନ୍ତ

ଭୁବନେଶ୍ୱର,୧୮/୧୦/୨୦୨୧(ଓଡ଼ିଶା ସମାଚାର)- ଏକାଦଶତମ ହକି ଇଣ୍ଡିଆ ଜାତୀୟ ପ୍ରତିଯୋଗିତା ନିମନ୍ତେ ବରିଷ୍ଠ ଓ କନିଷ୍ଠ ମହିଳା ଦଳ ଚୂଡ଼ାନ୍ତ ହୋଇଛି …

Leave a Reply

Your email address will not be published. Required fields are marked *