Sunday , January 23 2022
Breaking News
Home / ବିଶେଷ / ସ୍ୱଛ ଭାରତ ଅଭିଯାନରେ ପୋଖରୀ ସଫେଇ   କଲେ ସ୍ୱୟଂ ସହାୟିକା ଗୋଷ୍ଟୀର ମହିଳା

ସ୍ୱଛ ଭାରତ ଅଭିଯାନରେ ପୋଖରୀ ସଫେଇ   କଲେ ସ୍ୱୟଂ ସହାୟିକା ଗୋଷ୍ଟୀର ମହିଳା

ଗରଦପୁର, ୨୬/୦୯/୨୦୧୯ (ଓଡ଼ିଶା ସମାଚାର)- ଗରଦପୁର ବ୍ଲକ ଅନ୍ତର୍ଗତ ପତିସାହିସ୍ଥିତ ନାହାକାଣୀ ପୋଖରୀକୁ ଆଜି ଗ୍ରାମର ବହୁ ସଂଖ୍ୟକ ମହିଳାମାନେ ସଫେଇ କରିଛନ୍ତି । ଜାତିରପିତା ମହାତ୍ମା ଗାନ୍ଧୀଙ୍କ ୧୫୦ ତମ ଜୟନ୍ତୀ ଓ ସ୍ୱଛ ଭାରତ ଅବସରରେ ଏହି ସଫେଇ କରାଯାଇଛି । ମା’ ବିରଜା ସ୍ୱୟଂ ସହାୟିକା ଗୋଷ୍ଟୀର ମହିଳାମାନେ ଏହାର ନେତୃତ୍ୱ ନେଇଥିଲେ ।  ଗ୍ରାମର ରୋଜାଲିନ ବେଉରା,ମଞ୍ଜୁଲତା କାପ୍,ଘନଶ୍ୟାମ କାପ୍ ,ପ୍ରମୋଦ ପତି,ରଞ୍ଜିତ କାପ,ଦେବେନ୍ଦ୍ର କାପ ପ୍ରମୁଖ ଏହି ସଫେଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଓଡ଼ିଶା ସମାଚାର

About admin

Check Also

ରକ୍ତଦାନ ଶିବିରରେ ସ୍ୱେଛାକୃତ ରକ୍ତଦାନ ପାଇଁ ନିବେଦନ

କେନ୍ଦ୍ରାପଡା, ୨୨/୧/୨୦୨୨ (ଓଡ଼ିଶା ସମାଚାର)-  ନେତାଜୀ ଜୟନ୍ତୀ ଅବସରରେ କେନ୍ଦ୍ରାପଡା ସହରର କେଶପୁର ବଜାରସ୍ଥିତ ସମୀର ମୋଟର୍ସ ପକ୍ଷରୁ ଏକ …

Leave a Reply

Your email address will not be published. Required fields are marked *