Friday , September 29 2023
Breaking News
Home / ବିଶେଷ / ସଂକ୍ଷେପରେ ଖବର : କ୍ୟାବିନେଟ ବୈଠକ କାଲି

ସଂକ୍ଷେପରେ ଖବର : କ୍ୟାବିନେଟ ବୈଠକ କାଲି

ଭୁବନେଶ୍ୱର,୨୫/୦୯/୨୦୧୯ (ଓଡ଼ିଶା ସମାଚାର)- ଆସନ୍ତା କାଲି ଗୁରୁବାର ରାଜ୍ୟ କ୍ୟାବିନେଟ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଲୋକ ସେବା ଭବନ ରେ ପୂର୍ବାହ୍ନ ୧୧ ଟା ୪୫ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି କ୍ୟାବିନେଟ ବୈଠକରେ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ମୋହର ବାଜିବା ସମ୍ଭାବନା । ଓଡ଼ିଶା ସମାଚାର

Leave a Reply

Your email address will not be published. Required fields are marked *