Friday , May 27 2022
Breaking News
Home / ତାଜା ଖବର / ସଂକ୍ଷେପରେ ତାଜା ଖବର :  ୩ ଦିନିଆ ରିମାଣ୍ଡରେ ଯିବ ରାଜା

ସଂକ୍ଷେପରେ ତାଜା ଖବର :  ୩ ଦିନିଆ ରିମାଣ୍ଡରେ ଯିବ ରାଜା

 

କଟକ, ୨୩/୦୯/୨୦୧୯ ( ଓଡ଼ିଶା ସମାଚାର)- କଟକର ଏକ ଘରୋଇ ହସପିଟାଲ ରେ କାର୍ଯ୍ୟ କରୁଥିବା ଷ୍ଟାଫ ନର୍ସ ନିହାରୀକା ପାତ୍ରକୁ ହତ୍ୟା କରିବା ଘଟଣାରେ ନିହାରୀକାର ବୟଫ୍ରେଣ୍ଡ ରାଜାକୁ ବିରିଡ଼ି ପୁଲିସ୍ ୫ ଦିନିଆ ରିମାଣ୍ଡରେ ନେଇ ଅଧିକ ତଥ୍ୟ ହାସଲ କରିବାକୁ କୋର୍ଟରେ ଆବେଦନ କରିଥିଲା । ତେବେ ୩ ଦିନ ରିମାଣ୍ଡରେ ନେବାକୁ ଏସଡ଼ିଜେଏମ କୋର୍ଟ ରୁ ଅନୁମତି ମିଳିଛି । ରିମାଣ୍ଡ ରେ ନେଇ ଅଧିକ ତଥ୍ୟ ହୁଗାଳିବ ବୋଲି ପୋଲିସ ଆଶା କରିଛି । ଓଡ଼ିଶା ସମାଚାର

About admin

Check Also

ପୁରୀ ସହର ଅଶାନ୍ତ : ଗୁଳିମାଡ଼ରେ ଜଣେ ମୃତ, ଛୁରା ମାଡ଼ରେ ଜଣେ ଗୁରୁତର ଆହତ

ପୁରୀ, ୨୪/୦୫/୨୦୨୨( ଓଡ଼ିଶା ସମାଚାର )- ପୋଲିସ କୁ ଖୋଲା ଚାଲେଂଜ କରି ଜନଗହଳିପୂର୍ଣ୍ଣ ଏମାର ମଠ ନିକଟରେ ଜଣେ …

Leave a Reply

Your email address will not be published. Required fields are marked *