Saturday , October 16 2021
Breaking News
Home / ରାଜନୀତି / ନୂତନ ନିଯୁକ୍ତି ପାଇଥିବା ପରାମର୍ଶଦାତା ମାନେ କୌଣସି ପାରିଶ୍ରମିକ ନେବେ ନାହିଁ

ନୂତନ ନିଯୁକ୍ତି ପାଇଥିବା ପରାମର୍ଶଦାତା ମାନେ କୌଣସି ପାରିଶ୍ରମିକ ନେବେ ନାହିଁ

 

ଭୁବନେଶ୍ୱର,୨୩/୦୯/୨୦୧୯ ( ଓଡ଼ିଶା ସମାଚାର)- ନିକଟ ଅତୀତରେ ବିଭିନ୍ନ ସରକାରୀ ବିଭାଗ ପାଇଁ ନିଯୁକ୍ତି ପାଇଥିବା ପରାମର୍ଶଦାତା ମାନେ କୌଣସି ପାରିଶ୍ରମିକ ନେବେ ନାହିଁ  । ଏ ସମ୍ପର୍କରେ ସେମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଜଣାଇଛନ୍ତି  । ଅନ୍ୟପକ୍ଷରେ ସେମାନଙ୍କ ନିଯୁକ୍ତି ପାଇଁ ମୁଖ୍ୟନ୍ତ୍ରୀଙ୍କ ଠାରେ ନିଜ ନିଜର କୃତଜ୍ଞତା ଜଣାଇଛନ୍ତି  । ରାଜ୍ୟବାସୀଙ୍କୁ ସେବା ଯୋଗାଇଦେବା ଲକ୍ଷ୍ୟ ନେଇ ସେମାନେ ଏଭଳି ନିଷ୍ପତି ନେଇଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି  । ଓଡ଼ିଶା ସମାଚାର

About admin

Check Also

ଘରୋଇ ସ୍କୁଲ ଅଧ୍ୟକ୍ଷା ନିଖୋଜ : କଂଗ୍ରେସ ଦଳ ପକ୍ଷରୁ ଥାନା ସମ୍ମୁଖରେ ଧାରଣା

କଳାହାଣ୍ଡି ,୧୫/୧୦/୨୧ (ଓଡିଶା ସମାଚାର /ସଂଜୟ ସିଂହ) – ଆଜି ଗୋଳାମୁଣ୍ଡା ବ୍ଲକ କେ – ଗାଁ ଥାନା ସମ୍ମୁଖରେ …

Leave a Reply

Your email address will not be published. Required fields are marked *