Friday , January 28 2022
Breaking News
Home / ବିଶେଷ /        ମେଗା ସ୍ୱୟଂ ସହାୟତା ଗୋଷ୍ଠୀ ସମନ୍ୱୟ କାର୍ଯ୍ୟକ୍ରମ ଅନୁଷ୍ଠିତ

       ମେଗା ସ୍ୱୟଂ ସହାୟତା ଗୋଷ୍ଠୀ ସମନ୍ୱୟ କାର୍ଯ୍ୟକ୍ରମ ଅନୁଷ୍ଠିତ

 

କଳାହାଣ୍ଡି ,୨୧/୦୯/୨୦୧୯(ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ଜୟପାଟଣା ପଂଚାୟତ ଅଫିସ ପରିସରରେ ମେଗା ସ୍ୱୟଂ ସହାୟତା ଗୋଷ୍ଠୀ ସମନ୍ୱୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜୟପାଟଣା ଷ୍ଟେଟବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ଓଶଲଏମ ତରଫରୁ ଏହି କାର୍ଯ୍ୟକ୍ରମ ରଖାଯାଇଥିଲା । ସ୍ୱୟଂସହାୟତା ଗୋଷ୍ଠୀର ମହିଳାମାନଙ୍କୁ ବ୍ୟାଙ୍କ ଋଣ ଯୋଗାଇ ଦେଲେ ସେମାନେ କିଛି ବ୍ୟବସାୟ କରି ନିଜ ଗୋଡରେ ନିଜେ ଠିଆହୋଇ ପାରିବେ ବୋଲି ଏହିକାର୍ଯ୍ୟକ୍ରମ ରଖା ଯାଇଥିଲା ।ଏହିକାର୍ଯ୍ୟକ୍ରମରେ ଜୟପାଟଣା ବିଡିଓ ଏବଂ ଭାରତୀୟ ଷ୍ଟେଟବ୍ୟାଙ୍କର ଅଧିକାରୀମାନେ ଯୋଗ ଦେଇଥିଲେ । ଓଡ଼ିଶା ସମାଚାର

About admin

Check Also

ପାହାଡି ତରଙ୍ଗ ତରଫରୁ ସାଧାରଣ ତନ୍ତ୍ର ଦିବସ ପାଳିତ

ବାଲିଗୁଡା,୨୮/୦୧/୨୨(ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ାଠାରେ ଥିବା କନ୍ଧମାଳ ଜିଲ୍ଲାର ସର୍ବପୁରାତନ କଳା ଓ ସାଂସ୍କୃତିକ ଅନୁଷ୍ଠାନ “ପାହାଡ଼ି ତରଙ୍ଗ …

Leave a Reply

Your email address will not be published. Required fields are marked *