Wednesday , November 30 2022
Breaking News
Home / ବିଶେଷ / ଭୁବନେଶ୍ୱର- ବ୍ୟାଙ୍କକ୍ ବିମାନ ଚଳାଚଳ ବନ୍ଦ

ଭୁବନେଶ୍ୱର- ବ୍ୟାଙ୍କକ୍ ବିମାନ ଚଳାଚଳ ବନ୍ଦ

ଭୁବନେଶ୍ୱର ,୨୧/୦୯/୨୦୧୯(ଓଡ଼ିଶା ସମାଚାର)- ଭୁବନେଶ୍ୱରରୁ ବ୍ୟାଙ୍କକ୍ କୁ ବିମାନ ଚଳାଚଳ ସାମୟିକ ଭାବେ ବନ୍ଦ କରାଯାଇଛି । ଏୟାର ଏସିଆ ପକ୍ଷରୁ ଭୁବନେଶ୍ୱରରୁ ବ୍ୟାଙ୍କକ୍ କୁ ବିମାନ ଉଡାଣ କରାଯାଉଥିଲା । ଏ ସମ୍ପର୍କରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦର କତୃପକ୍ଷଙ୍କୁ ଏୟାର ଏସିଆ ପକ୍ଷରୁ ଚିଠି ଲେଖି ଜଣାଇଦିଅଯାଇଛି । ଓଡ଼ିଶା ସମାଚାର

Leave a Reply

Your email address will not be published.