Friday , October 22 2021
Breaking News
Home / ବିଶେଷ /     ବିଏସ୍ଏନ୍ଏଲ୍ ସେବା ଠପ୍ , ଇଂଟରନେଟ୍ ସୁବିଧା ମିଳୁନି

    ବିଏସ୍ଏନ୍ଏଲ୍ ସେବା ଠପ୍ , ଇଂଟରନେଟ୍ ସୁବିଧା ମିଳୁନି

  ଗରଦପୁର ୨୧/୦୯/୨୦୧୯(ଓଡ଼ିଶା ସମାଚାର)- ଗତ କାଲି ମଧ୍ୟାହ୍ନ ଠାରୁ ପାଟକୁରା ଅଂଚଳରେ ବିଏସଏନଏଲ୍ ସେବା ଠପ୍ ହୋଇଯାଇଛି । ଆଜି ସୁଦ୍ଧା ଏହି ସେବା କାର୍ଯ୍ୟ କରୁ ନାହିଁ । ଫଳରେ ଇଂଟରନେଟ୍ ଉପରେ ନିର୍ଭର କରୁଥିବା ବିଭିନ୍ନ ସରକାରୀ ଓ ବେସରକାରୀ ଅଫିସ୍, ବ୍ୟବସାୟ ପ୍ରତିଷ୍ଠାନ, ବିଭିନ୍ନ ଲୋକମାନଙ୍କର ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଅଟକି ରହିଛି । ଗରଦପୁର ବ୍ଳକ ଅଫିସ,  ତହସିଲ ଅଫିସ୍ , ପାଟକୁରା ଥାନା,ବିଭିନ୍ନ ବ୍ୟାଙ୍କ ସେବା , ପାଟକୁରା ଜନସେବା କେନ୍ଦ୍ର,ଆଦିରେ କାର୍ଯ୍ୟ ହୋଇ ପାରୁ ନାହିଁ । ବ୍ଲକ ଓ ତହସିଲ ଅଫିସକୁ ଆସି ଲୋକମାନେ ଫେରିଯ।ଉଥିବାର ଦେଖିବାକୁ ମିଳିଛି । ତୁରନ୍ତ ଏହି ସେବା ଯୋଗଇ ଦେସବା ପାଇଁ ବିଭାଗୀୟ ଅଧିକାରୀମାନଙ୍କ ଠାରେ ସାଧାରଣରେ ଦାବି କରାଯାଇଛି ।  ଓଡ଼ିଶା ସମାଚାର

About admin

Check Also

ସନ୍ଦେହ ଘେରରେ ଯୁବ ବ୍ୟବସାୟୀ ଲିଟୁ (କବାଡିଆ)ନିଖୋଜ ମାମଲା

ପାରାଦୀପ,୨୨/୧୦/୨୦୨୧(ଓଡ଼ିଶା ସମାଚାର)- ପାରାଦୀପ ଅଂଚଳର ଜଣାଶୁଣା କବାଡିଆ ବ୍ୟବସାୟୀ ବିଶ୍ୱ ଭୂଷଣ ରାଉତରାୟ (ଲିଟୁ) ନିଖୋଜ ମାମଲାର ପର୍ଦ୍ଧାଫାଶ୍ ଏଯାଏ …

Leave a Reply

Your email address will not be published. Required fields are marked *