Friday , October 22 2021
Breaking News
Home / ତାଜା ଖବର / ନିଖୋଜ ମହିଳାଙ୍କ ଶବ ଉଦ୍ଧାର

ନିଖୋଜ ମହିଳାଙ୍କ ଶବ ଉଦ୍ଧାର

ଗରଦପୁର ୨୧/୦୯/୨୦୧୯(ଓଡ଼ିଶା ସମାଚାର)- ଗତ କାଲି ପାଟକୁରା ଥାନା ଅନ୍ତର୍ଗତ ତିକନପୁର ଗ୍ରାମର ସଖିଲତା ଦେବତା (୭୩)ସକାଳୁ ଚିତ୍ରୋପôଳା ନଦୀକୁ ଶୌଚ ହେବାକୁ ଯାଇଥିବାବେଳେ,ସେଠାରେ ତାଙ୍କ ଗୋଡ ଖସିଯିବାରୁ ନଦୀର ଗଭୀର ପାଣିରେ ବୁଡି ନିଖୋଜ ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ଓ ସ୍ଥାନିୟ ପୁଲିସ ବହୁ ଖୋଜାେଖୋଜି କରିଥିଲେ ମଧ୍ୟ ସଖିଲତାର କୌଣସି ସନ୍ଧାନ ମିଳି ପାରି ନ ଥିଲା । ମାତ୍ର ଆଜି ସେଠାରୁ ୧୦ କି.ମି ଦୂର ଚିତ୍ରୋପôଳା ନଦୀର ବିଚଣା ଠାରେ ସଖିଲତାଙ୍କ ଶବ ଭାଷୁଥିବାର ଦେଖାଯାଇଥିଲା । ଖବରପାଇ ପାଟକୁରା ପୁଲିସ ଶବକୁ ଉଦ୍ଧାର କରି ଚିହ୍ନଟ କରିବା ସହିତ ପାଟକୁରା ଥାନରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ବ୍ୟେବଛେଦ କରିବାପାଇଁ କେନ୍ଦ୍ରାପଡା ପଠାଇଛନ୍ତି । ଓଡ଼ିଶା ସମାଚାର

About admin

Check Also

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ – ଜଣେ ମହିଳା ପର୍ଯ୍ୟଟକ ଉଦ୍ଧାର, ଅନ୍ୟ ଜଣେ ନିଖୋଜ

ପୁରୀ ୧୯/୧୦/୨୦୨୧(ଓଡ଼ିଶା ସମାଚାର)- ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଅଘଟଣ । ଭାସିଗଲେ ଦୁଇ ଜଣ ପର୍ୟ୍ୟଟକ । ଚକ୍ରତୀର୍ଥ …

Leave a Reply

Your email address will not be published. Required fields are marked *